PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଖୁବ୍ ଶୀଘ୍ର ଆସିବ ହ୍ବାଟସଆପର ଡେସ୍କଟପ୍ ଭର୍ସନ,ବିନା ଫୋନରେ କରିବ କାମ

ନୂଆଦିଲ୍ଲୀ,୨୮।୭: କେବଳ ମୋବାଇଲ ନୁହେଁ ଏବେ ଡେସ୍କଟପ ଭର୍ସନରେ ଆସିବାକୁ ଯାଉଛି ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟସଆପ। ଯାହାଫଳରେ ମୋବାଇଲର ଇଣ୍ଟରନେଟ୍ କନେକ୍ଟ ନକରି ୟୁଜର୍ସ ମେସେଜିଂ ଆପର ବ୍ୟବହାର ନିଜର ପିସିରେ କରିପାରିବେ। ଏହି ଭର୍ସନ ଆସିଗଲେ ୟୁଜର୍ସ ନିଜର ଡେସ୍କଟପରେ ହ୍ବାଟସଆପ୍ ଆକ୍ସେସ କରିପାରିବେ।

ହ୍ବାଟସଆପ୍ ୨୦୧୫ରେ ଆପର ଓ୍ବେବ ଭର୍ସନ ଲଞ୍ଚ କରିଥିଲା। ଏହା ଜରିଆରେ କମ୍ପ୍ୟୁଟରରେ ଚାଟକୁ ମନିଟର କରିହେବ। କିନ୍ତୁ ଏଥିପାଇଁ ୟୁଜର୍ସଙ୍କୁ ପ୍ରଥମେ ନିଜର ଫୋନକୁ ଇଣ୍ଟରନେଟ ଜରିଆରେ ସ୍କାନ କରିବାକୁ ପଡିଥାଏ।

ହ୍ବାଟସଆପ ଲିକର ଆକାଉଣ୍ଟ ଡବ୍ଲୁଏବିଟିଏଇନଫୋ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ଯେ, କମ୍ପାନୀ ଏକ ୟୁନିଭର୍ସାଲ ଓ୍ବିଣ୍ଡୋଜ ପ୍ଲାଟଫର୍ମ (ୟୁଡବ୍ଲୁୟୁପି) ଆପ୍ ଡେଭଲପ କରିବା ନେଇ କାମ କରୁଛି, ଯାହାକି ଆପଣଙ୍କ ଫୋନ ବନ୍ଦ ହେବାପରେ ମଧ୍ୟ କାମ କରିବ। ଏହାଛଡା ହ୍ବାଟସଆପର ମଲ୍ଟିପ୍ଲାଟଫର୍ମ ସିଷ୍ଟମରେ କାମ କରୁଛି, ଯାହାର ସାହାର୍ଯ୍ୟରେ ୟୁଜର୍ସଙ୍କୁ ଗୋଟିଏ ସମୟରେ ବହୁ ଡିଭାଇସ୍ ମାଧ୍ୟମରେ ନିଜର ଚାଟ୍ ଓ ପ୍ରୋଫାଇଲ ଆକ୍ସେସ କରିପାରିବେ।

ସମ୍ବନ୍ଧିତ ଖବର