ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଆଶ୍ଚର୍ଯ୍ୟ ! ଏକା ସଙ୍ଗେ ୫ ସନ୍ତାନକୁ ଜନ୍ମଦେଲେ ମହିଳା, ସମସ୍ତ ଶିଶୁ ସୁରକ୍ଷିତ…

ନୂଆଦିଲ୍ଲୀ: ପୂର୍ବରୁ ଅନେକ ସମୟରେ ଆପଣ ନିଶ୍ଚୟ ଶୁଣିଥିବେ ଯେ, ଜଣେ ମହିଳା ଦୁଇ କିମ୍ବା ତିନି ସନ୍ତାନକୁ ଜନ୍ମ ଦେଇଛନ୍ତି । ହେଲେ ଏବେ ଏମିତି ଜଣେ ମହିଳାଙ୍କୁ ନେଇ ଖବର ଆସିଛି, ଯିଏକି ଦୁଇ ନୁହେଁ କି ୩ ନୁହେଁ ବରଂ ଏକା ସଙ୍ଗେ ୫ ସନ୍ତାନ ଜନ୍ମ ଦେଇଛନ୍ତି । ସୋମବାର ଝାଡଖଣ୍ଡ ରାଞ୍ଚିର RIMS ହସ୍ପିଟାଲରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବର୍ତ୍ତମାନ ମା ଏବଂ ସମସ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ସେମାନଙ୍କୁ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (NICU) ରେ ରଖାଯାଇଛି ।

RIMS ରାଞ୍ଚି ଏହାର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, "ଚଟରର ଜଣେ ମହିଳା RIMS ର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି। ଶିଶୁମାନେ NICU ରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି । ଡ.ଶଶି ବାଲା ସିଂଙ୍କ ନେତୃତ୍ୱରେ ଏହି ସଫଳ ପ୍ରସବ କରାଯାଇଥିଲା ।

wp:embed {"url":"https://twitter.com/ranchi_rims/status/1660633815340163073?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1660633815340163073%7Ctwgr%5E3e438e3f86ec98ea83c549fe594090873ce47e5f%7Ctwcon%5Es1_\u0026ref_url=https%3A%2F%2Fwww.indiatoday.in%2Findia%2Fstory%2Fwoman-gives-birth-to-5-children-at-ri","type":"rich","providerNameSlug":"twitter","responsive":true}
https://twitter.com/ranchi_rims/status/1660633815340163073?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1660633815340163073%7Ctwgr%5E3e438e3f86ec98ea83c549fe594090873ce47e5f%7Ctwcon%5Es1_&ref_url=https%3A%2F%2Fwww.indiatoday.in%2Findia%2Fstory%2Fwoman-gives-birth-to-5-children-at-ri
/wp:embed

ନବଜାତ ଶିଶୁମାନଙ୍କର ଓଜନ କମ୍ ରହିଛି ଏବଂ ବର୍ତ୍ତମାନ ପାଇଁ ସେମାନଙ୍କୁ NICU ରେ ରଖାଯାଇଛି । ଡାକ୍ତରଙ୍କ ଏକ ଟିମ୍ ମା ଏବଂ ଶିଶୁଙ୍କ ଉପରେ ନଜର ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.