PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଦୁଷ୍କର୍ମ କରିବା ପରେ ନିଆଁ ଜଳାଇ ଶାଳିକୁ ହତ୍ୟା କଲା ଭିଣୋଇ

ଜୟପୁର,୭।୬: ନିକଟରେ ବିହାରର ଭାଗଲପୁର ଜିଲ୍ଲାର ଶିବନାରାୟଣପୁର ସହାୟକ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଅପରାଧ ମାମଲା ଦେଖିବାକୁ ମିଳିଛି। ଯାହାକୁ ଶୁଣିବା ପରେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମାମଲାକୁ ନେଇ ମିଳିଥିବା ସୂଚନା ଅନୁସାରେ ଏଠାକାର ଗାଁରେ ରହୁଥିବା ଜଣେ ବଯୁକ ୨୧ ବର୍ଷୀୟ ଜଣେ ଯୁବତୀଙ୍କୁ ବଳାତ୍କାର କରିଛନ୍ତି  ବିରୋଧ କରିବା ପରେ ତାଙ୍କ ଉପରେ କିରୋସିନି ଜଳାଇ ନିଆଁ ଲଗାଇ ଦେଇଛନ୍ତି। ଯାହାଫଳରେ ପୀଡିତାଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଅଭିଯୁକ୍ତର ସମ୍ପର୍କରେ ଶାଳି ଥିଲେ। ଏହି ମାମଲାରେ  ପୋଲିସ ଅଭିଯୁକ୍ତକୁ ଗିରଫ  କରିଛି।

ଏହି ମାମଲାର ସୂଚନା ଦେଇ ପୋଲିସ କହିଛି ଯେ, ଦୁଇ ଦିନ ପୂର୍ବରୁ ପରିବାର ଲୋକଙ୍କ ସହିତ ଅଭିଯୁକ୍ତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବୃଦ୍ଧଚକ ଥାନା ଅନ୍ତର୍ଗତ ଗୋଘଟ ଗାଁକୁ ଆସିଥିଲେ। କିନ୍ତୁ ବୁଧବାର ଯେତେବେଳେ ଯୁବତୀ ଜଣକ ନିଜ ଗାଁକୁ ଫେରି ଯାଇଥିଲେ ତାଙ୍କର ଭିଣୋଇଙ୍କ ଭାଇ ପପୁ ସାହାନୀ ମଧ୍ୟ ତାଙ୍କ ସହିତ ଆସିଯାଇଥିଲେ। ଯେତେବେଳେ ପୀଡିତାଙ୍କ ପରିବାର ଲୋକ  କ୍ଷେତକୁ ଚାଷ କରିବାକୁ ଘରୁ ବାହାରିଥିଲେ  ଯୁବତୀ ଜଣକୁ ଏକା ପାଇଁ  ତା’ ସହ ଦୁଷ୍କର୍ମ କରିବା ପରେ କିରୋସିନ ଜଳାଇ ହତ୍ୟା କରିଥିଲେ।

ପୀଡିତାଙ୍କ ଚିତ୍କାର ଶୁଣିବା ପରେ ଆଖପାଖର ଲୋକ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ କାବୁ କରିନେଇଥିଲେ ଓ ଏହାର ସୂଚନା ପୋଲିସକୁ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗମ୍ଭୀର ପରିସ୍ଥିତିରେ ମାୟାଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେଭଳି ପୋଲିସ ମଧ୍ୟ ଅଭିଯୁକ୍ତକୁ ଗିରଫ କରିନେଇଛି।

ସମ୍ବନ୍ଧିତ ଖବର