PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବିଶ୍ୱ କଇଁଛ ଦିବସ, କଇଁଛଙ୍କ ସର୍ବାଧିକ ଯତ୍ନ ଓ ସୁରକ୍ଷାକୁ ଦେବା ସହ ସଚେତନ କରାଇବା

ଭୁବନେଶ୍ୱର ୨୩/୦୫: ବୈଜ୍ଞାନିକ ତଥ୍ୟ ଅନୁସାରେ, ପୃଥିବୀରେ ବର୍ତ୍ତମାନ ୩୫୦ରୁ ଉଦ୍ଧ୍ୱର୍ ପ୍ରଜାତିର ୬.୫ ନିୟୁତ କଇଁଛ ଅଛନ୍ତି । ଏମାନଙ୍କ ଗୁରୁତ୍ୱକୁ ସମ୍ମାନ ଦେଇ ପ୍ରତି ବର୍ଷ ମେ ୨୩ ତାରିଖରେ ପାଳନ କରାଯାଏ ବିଶ୍ୱ କଇଁଛ ଦିବସ । ୧୯୯୦ ମସିହା, ମେ ଆଜିର ଦିନ ପ୍ରତିଷ୍ଠା ହୋଇଥିବା ଅଣଲାଭକାରୀ ସଂସ୍ଥା ଆମେରିକାନ୍‌ ଟରଟଏଜ୍‌ ରେସ୍‌କ୍ୟୁ (ଏଟିଆର୍‌) ପ୍ରଥମେ ଏହି ପଦକ୍ଷେପ ହାତକୁ ନେଇଥିଲା । ତା’ପରଠାରୁ ଲୋପ ପାଉଥିବା କଇଁଛଙ୍କ ସୁରକ୍ଷା ଲାଗି ବିଶ୍ୱବାସୀଙ୍କୁ ଉତ୍ସାହିତ କରାଯାଉଛି ।

ସବୁ ଜୀବଜନ୍ତୁଙ୍କୁ ମଣିଷ ଭଳି ଭଲପାଇବା ଉଚିତ ବୋଲି ଏଟିଆର୍‌ର ପ୍ରତିଷ୍ଠାତା ସୁସାନ ଟେଲେମ୍‌ ଓ ମାର୍ଶାଲ ଥମ୍ପସନ୍‌ ଲୋକଙ୍କୁ ଅନୁରୋଧ କରିଛନ୍ତି । ଖାସ୍‌କରି କଇଁଛଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ । ବିଲୁପ୍ତିର ଦ୍ୱାରଦେଶରେ ଥିବା କଇଁଛଙ୍କ ପାଇଁ ସର୍ବାଧିକ ଯତ୍ନ ଓ ସୁରକ୍ଷାକୁ ଏ ଅବସରରେ ଗୁରୁତ୍ୱ ଦିଆଯାଏ ।

ସମ୍ବନ୍ଧିତ ଖବର