PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବିଶ୍ୱ ମାନ୍ଦାବସ୍ଥାକୁ ନେଇ ଡବ୍ଲ୍ୟୁଟିଓ ମୁଖ୍ୟଙ୍କ ସତର୍କବାଣୀ, ମାଡ଼ି ଆସୁଛି ବଡ଼ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ,୨୮/୦୯: ବିଭିନ୍ନ ପ୍ରକାର ସଂକଟ ମଧ୍ୟରେ ବିଶ୍ୱ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ମଧ୍ୟକୁ ପ୍ରବେଶ କରୁଛି । ବିଶ୍ୱ ବାଣିଜ୍ୟ ସଂଘ (ଡବ୍ଲ୍ୟୁଟିଓ) ମୁଖ୍ୟ ଗୋଜି ଓକୋଞ୍ଜୋ ଇୱିଲା ଏହି ସତର୍କବାଣୀ କରିଛନ୍ତି ।

ସେ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ନୀତି ଆଣିବାକୁ ପଡ଼ିବ, ଯାହାଦ୍ୱାରା ଅଭିବୃଦ୍ଧିରେ ସୁଧାର ଆସିବ । ମାନ୍ଦାବସ୍ଥାର ଛାଇ ଦେଖିବାକୁ ମିଳିଲାଣି । କିନ୍ତୁ ଏହାକୁ ନେଇ ବିବ୍ରତ ନ ହୋଇ ଆମକୁ ସୁଧାର କଥା ଭାବିବାକୁ ପଡ଼ିବ ବୋଲି ଡବ୍ଲ୍ୟୁଟିଓ ମୁଖ୍ୟ କହିଛନ୍ତି ।