ବ୍ରହ୍ମପୁର,୪/୩ : ୧୦କୋଟିର ଠକେଇ ଅଭିଯୋଗରେ ଯୁବକ ଗିରଫ । ଯୁବକ ଜଣଙ୍କ ହେଲେ ଆନ୍ଧ୍ରପ୍ରଦେଶର ଏ. ଭେଙ୍କଟସ । ବୈଦ୍ୟନାଥପୁର ଥାନା ପୋଲିସର ସହଯୋଗରେ ମଙ୍ଗଳବାର ବ୍ରହ୍ମପୁରରୁ ଉଠାଇ ନେଇଛି ଆନ୍ଧ୍ରପ୍ରଦେଶ କ୍ରାଇମ ବ୍ରାଞ୍ଚ । ସୂଚନା ଅନୁସାରେ ଗତ ତିନି ମାସ ହେବ ସେ ବ୍ରହ୍ମପୁରରେ ରହୁଥିଲା।

Copyright © 2024 - Summa Real Media Private Limited. All Rights Reserved.