ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁନ ଲାଇଟ ଷ୍ଟୋରୀ; ଅନୁପ କୁମାର ଚାନ୍ଦଙ୍କ ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଏକକ ଚିତ୍ରକଳା ପ୍ରଦର୍ଶନୀ

Published By : Anindita Ratha | March 20, 2025 10:16 AM

ମୁମ୍ୱାଇ, ୨୦/୦୩ :  ମୁମ୍ବାଇର ପ୍ରତିଷ୍ଠିତ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଚିତ୍ରକର ଅନୁପକୁମାର ଚାନ୍ଦଙ୍କ ଏକକ ଚିତ୍ରକଳାର ପ୍ରଦର୍ଶନୀ ମୁନ୍ ଲାଇଟ୍ ଷ୍ଟୋରୀ। ଏହି ପ୍ରଦର୍ଶନୀ ୧୭ ମାର୍ଚ୍ଚ ୨୦୦୫ରେ ଉଦ୍‌ଘାଟିତ ହୋଇଯାଇଛି । ୧୮ରୁ ୨୩ ମାର୍ଚ୍ଚ ସକାଳ ୧୧ ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ  ଉନ୍ମୁକ୍ତ ରହିବ। ପୁର୍ଣ୍ଣିମା ରାତ୍ରିର ସୌନ୍ଦର୍ଯ୍ୟ ଏବଂ ଲୋକ ପରମ୍ପରାର ସଙ୍ଗମରେ ଆଧାରିତ ଅନୁପ ଚାନ୍ଦଙ୍କ ଏହି ପ୍ରଦର୍ଶନୀ ତାଙ୍କ କଳା ଯାତ୍ରାର ଏକ ନୂତନ ଅଧ୍ୟାୟ ପ୍ରାରମ୍ଭ କରେ। ଯେଉଁଠି ଦେଖବାକୁ ମିଳିଛି ଭାରତୀୟ ଲୋକ କଳା ଏବଂ ଆଧୁନୀକ ଚିତ୍ରକଳାର ଏକ ଅପୂର୍ବ ସମାହାର ।

 ଏହା ମଧ୍ୟ ପଢନ୍ତୁ-ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା

ଏହି ପ୍ରଦର୍ଶନୀରେ ସେ ମହାବଳ ବାଘକୁ ପାରମ୍ପରିକ ଭାବେ ହିଂସା ଓ ଶକ୍ତିର ପ୍ରତୀକ ପରିବର୍ତ୍ତେ ଶାନ୍ତି ଓ ପ୍ରଫୁଲ୍ଲତା ରେ  ପରିପ୍ରକାଶ କରିଛନ୍ତି । ପୁର୍ଣ୍ଣିମା ଜହ୍ନ ଆଲୋକରେ ଆଛାଦିତ ମହାବଳର ପ୍ରକୃତି ସହିତ ସମନୂୟ ଦେଖାଇବା ସମେତ  ଛାୟା ଓ ଆଲୋକର ଖେଳ ଦର୍ଶକଙ୍କୁ ଅବରୋଧ ଓ ନିରବରତାର ହୃଦୟଙ୍ଗମ କରିବା ସହ ପ୍ରାକୃତିକ ପରିବେଶ ସହ ସମନ୍ବୟ ରକ୍ଷା ନିମନ୍ତେ ଭାବନା ଉଦ୍ରେକ କରୁଛି।ଅନୁପ କୁମାର ଚାନ୍ଦଙ୍କ ଜନ୍ମ ଭୋଗରାଇ , ବାଲେଶ୍ଵରରେ ହୋଇଥିଲା । ବାଲ୍ୟକାଳରୁ ସେ ଲୋକକଳା ପ୍ରତି ଆକୃଷ୍ଟ ହୋଇଥିଲେ, ବିଶେଷ କରି ନିଜ ମା'ଙ୍କ ଠାରୁ ଶୁଣି ଥିବା ଲୋକ କଥା ଏବଂ ଲୋକ ଗିତ ତାଙ୍କ ଭାବନାକୁ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରିବାକୁ ପ୍ରେରଣା ଦେଇଥିଲା। ଭୁବନେଶ୍ୱରସ୍ଥିତ ବି କେ ଚାରୁକଳା ମହା ବିଦ୍ୟାଳୟରୁ ସ୍ନାତକ ଓ ଛତିଶଗଡ଼ ଖଇରାଗଡ଼ ସ୍ଥିତ ଇନ୍ଦିରା କଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ସେ ଯୁଜିସି ଫେଲୋସିପ୍ ନିମନ୍ତେ ମନୋନିତ ହୋଇଥିଲେ ।"ଉପକୂଳ ଓଡ଼ିଶାର ଓଡ଼ିଶା ଲୋକ କଳା" ବିଷୟରେ ଗବେଷଣା କରି ଡକ୍ଟରେଟ ଉପାଧି ପାଇଥିଲେ। ତାଙ୍କର ଚିତ୍ରକଳାରେ ରଙ୍ଗର ସନ୍ତୁଳିତ ସଂରଚନା ତଥା ଶାନ୍ତ ସ୍ଭାବ ଏବଂ ସୁକ୍ଷ୍ମ ତୁଳିଚାଳନା ନିମନ୍ତେ ଆଦୃତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.