ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

Published By : Suraj Kumar | February 23, 2025 5:15 PM

ଲମତାପୁଟ,୨୩।୨ : ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମରେ ଘଟିଛି ଅଘଟଣ।  ମୃତ ନାବାଳକ ୨ ଜଣ ହେଲେ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା।

 ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମର ନାବାଳକ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଗ୍ରାମ ନିକଟରେ ଥିବା ପୋଖରୀ କୁ ଗାଧେଇବା କୁ ଯାଇଥିଲେ। ଗାଧୋଉଥିବା ବେଳେ ପୋଖରୀ ରେ ବୁଡି ଯାଇଥିଲେ l ବୁଡ଼ିଯିବା ସମୟରେ ଉଭୟଙ୍କ କିଛି ସାଙ୍ଗ ଦେଖି ପରିବାର ବର୍ଗ ଙ୍କୁ ଖବର ଦେଇଥିଲେ l ପରିବାର ବର୍ଗ ଏବଂ ଗ୍ରାମବାସୀ  ପୋଖରୀରୁ  ଉଭୟ ନାବାଳକଙ୍କୁ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଥିଲେ।   ଲମତାପୁଟ ପୋଲିସ ପହଂଚି  ମୃତଦେହ ଜବତ କରି ଘଟଣାର   ତଦନ୍ତ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.