ବଲାଙ୍ଗୀର,୪।୩ : ବଲାଙ୍ଗୀର ଦେଓଗାଁ ଲୁହାଖାଁରେ ଗୁଳିକାଣ୍ଡ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଆହତ। ୨ ଆହତ ହେଲେ ଶୁଭମ ମେହେର ଓ ନକୁଳ ଭୁଏ। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗୁଳିମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ଆହୁରି ପଢନ୍ତୁ : ହୋଲିରେ ଅଘଟଣ : ନଦୀରେ ବୁଡି ୩ ଯୁବକ ମୃତ