ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅବକାରୀ ବିଭାଗର ୮ କର୍ମଚାରୀ ବହିଷ୍କୃତ

Published By : Suraj Kumar | November 16, 2024 6:10 PM

ଭୁବନେଶ୍ବର, ୧୬।୧୧ : ଅବକାରୀ ବିଭଗର ୮ କର୍ମଚାରୀ ବହିଷ୍କୃତ।  ୩ ଜଣଏଏସଆଇ ଓ ୫ ଜଣ କନେଷ୍ଟବଳ ଚାକିରିରୁ ବହିଷ୍କୃତ ହୋଇଛ୍ତି। ଚାକିରୀରୁ  ବହିଷ୍କୃତ କଲେ ଅବକାରୀ କମିଶନର ନରସିଂହ ଭୋଳ। ବହିଷ୍କୃତଙ୍କ ମଧ୍ୟରେ କନେଷ୍ଟବଳ ଦୀପକ ପାଣିଗ୍ରାହୀ , ତ୍ରିଲୋଚନ ରାଇଚେତି, ଆର ଭେଙ୍କଟେସ କୁମାର, ତ୍ରିନାଥ ଶବର, ରାଜୀବ ଭଞ୍ଜ  ରହିଛନ୍ତି। ସେହିପରି   ଏଏସଆଇ ସୁଦୀପ୍ତ କୁମାର ଦାଶ ନିରଂଜନ ଖଟୁଆ, ଓୈରପଲକ ଦାସ ବହିଷ୍କୃତ ହୋଇଛନ୍ତି। 

ରାଜୀବଙ୍କ ବିରୋଧରେ ଗତ ମାର୍ଚ୍ଚ ୨୦ ତାରିଖରେ ଏକ ମାମଲର ରିପୋର୍ଟ ପ୍ରଦାନ କରିଥିଲେ ଅବକାରୀ ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ। ରାଜୀବଙ୍କ ନାଁରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା ।ରାଜୀବଙ୍କର ବାଲେଶ୍ବରରୁ କନ୍ଧମାଳକୁ ବଦଳି କରିଦିଆଯାଇଥିଲା। ରାଜୀବ ଦୀର୍ଘଦିନ ଧରି ନିଜ କାର୍ଯ୍ୟରେ ଯୋଗ ଦେଇନଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.