ଚାନ୍ଦବାଲି,୨୭।୧୦  : ଚାନ୍ଦବାଲି ସହରରେ ଭୟାଭୟ ଅଗ୍ନିକାଣ୍ଡ ଚାନ୍ଦବାଲି ସଦର ବଜାରରେ ଥିବା ପ୍ରତିଷ୍ଠିତ ବ୍ୟବସାୟୀ ରୁଳିରାମ ଅଗ୍ରୱାଲଙ୍କ ଦୋକାନ  ଗୋଦାମରେ  ଅଗ୍ନିକାଣ୍ଡ।  ନିଆଁ ଲାଗି କୋଟି କୋଟି ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି  l  ବିଦ୍ୟୁତ ସଟ୍ ସର୍କିଟରୁ ନିଆଁ ଲାଗିଛି।

ନିଆଁର ପ୍ରକୋପ ଏତେ ଜୋର ରହିଛି ଯେ ତିନୋଟି ଅଗ୍ନିଶମ ଗାଡି ମୁତୟନ ହୋଇଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିବା ସମ୍ଭବ ହୋଇ ପାରି ନାହିଁ   l ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ଏହି ଦୋକାନରେ ବିଭିନ୍ନ ପ୍ରକାର ଜାଲ, ପଲିଥିନ, ପାଲ ଓ କପଡା ବିକ୍ରି କରାଯାଇଥାଏ  l