ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦେବଦୂତ ସାଜିଲେ ପ୍ରଣତି; ଜେଜେମା ନାତୁଣୀଙ୍କୁ ପାଣିରୁ ଉଦ୍ଧାର କଲେ

Published By : Bijay Swain | May 26, 2025 9:07 PM

ତିଗିରିଆ, ୨୬/୫: ଦେବଦୂତ ସାଜି ନିଜ ଜୀବନକୁ ବାଜି ଲଗାଇ ବୁଡି ଯାଉଥିବାବେଳେ ଦୁଇ ଜଣଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି ପ୍ରଣତି l ଘଟଣାରୁ ପ୍ରକାଶ ଯେ ଆଜି ପୂର୍ବାହ୍ନରେ କୁମ୍ଭିପୁଟ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡିରେ ଥିବା ଏକ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ଗୋଡ ଖସିଯିବାରୁ ନାତୁଣୀ ଲକ୍ଷ୍ମୀ ସେଠୀ ବୁଡି ଯାଇଥିଲେ l ତେବେ ନାତୁଣୀକୁ ପାଣିରୁ ଉଦ୍ଧାର କରିବାକୁ ଯାଇ  ଜେଜେମା ଶଶୀ ସେଠୀ ମଧ୍ୟ ପାଣିରେ ବୁଡି ଯାଇଥିଲେ । 

ତେବେ ନିକଟରେ ଥିବା ସେହି ଗ୍ରାମର ମହିଳା ପ୍ରଣତୀ ମହାପାତ୍ର ନିଜ ଜୀବନକୁ ବାଜି ଲଗାଇ ପାଣିକୁ ଡେଇଁ ନାତୁଣୀକୁ ଟେକି ଧରିବା ସହିତ  ଜେଜେମା ଶଶୀଙ୍କ ଚୁଟି ଧରି ଉଠାଇ ଧରିଥିଲେ। ଏହି ସମୟରେ ନିକଟରେ ଯାଉଥିବା ତପୁ ବେହେରା ଉଭୟଙ୍କୁ କୂଳକୁ ଆଣିଥିବା ବେଳେ ପ୍ରଣତିଙ୍କ ସାହସିକତା ପାଇଁ ଦୁଇଟି ମୂଲ୍ୟବାନ ଜୀବନ ରକ୍ଷା ପାଇଯାଇଛି l ଏନେଇ ପ୍ରଣତିଙ୍କୁ ପ୍ରଶଂସାର ସୁଅ ଛୁଟିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.