ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଆଜି ଠୁ ଆରମ୍ଭ ହେଲା ଏଣ୍ଟି ଭାଲେଣ୍ଟାଇନ୍ ଓ୍ବିକ୍, ଜାଣନ୍ତୁ ପୂରା ୭ଦିନର କ’ଣ ରହିଛି ବିଶେଷତ୍ବ

Published By : Prameya | February 15, 2025 6:22 PM

ନୂଆଦିଲ୍ଲୀ, ୧୫/୨ :   ପ୍ରେମରେ ପଡ଼ିଥିବା ଲୋକଙ୍କ ଲାଗି ଭାଲେଣ୍ଟାଇନ୍ସ ଓ୍ବିକ୍ ବହୁତ ଖାସ୍ ହୋଇଥାଏ । ଏହି ସମୟରେ ମାହୋଲ ବି ରୋମାଣ୍ଟିକ୍ ଭରା ରହିଥାଏ । ମଲ୍ ଏବଂ ବଜାରରେ ପ୍ରେମକୁ ନିବେଦନ କରିବାକୁ ବହୁ ଆକର୍ଷଣୀୟ ଉପହାର ସାଇତି ରଖିଥାନ୍ତି । ସମସ୍ତେ ନିଜ ନିଜ ତରିକାରେ ପ୍ରେମ ନିବେଦନ କରିଥାନ୍ତି । କିନ୍ତୁ ଫେବୃଆରୀର ମାସ କେବଳ ରୋମାଣ୍ଟିକ୍ କପୁଲ୍ସଙ୍କ ଲାଗି ନୁହେଁ ବରଂ ସିଙ୍ଗଲ୍ସ ଏବଂ ବ୍ରେକଅପର ଦୁଃଖରେ ବିତାଉଥିବା ଲୋକଙ୍କ ଲାଗି ବି ଖାସ୍ ଅଟେ । ଆଜ୍ଞା ହଁ , ଆମେ କଥା ହେଉଛେ ଏଣ୍ଟି- ଭାଲେଣ୍ଟାଇନ୍ସ ଓ୍ବିକର କଥା । ଏହା ସେହି ଲୋକମାନଙ୍କ ଲାଗି ଅଟେ ଯାହାଙ୍କ ନିକଟରେ ବ୍ରେକଅପ ହୋଇଛି କିମ୍ବା ପ୍ରେମରେ ବିଶ୍ବାସ ରଖିନଥାନ୍ତି । ଆସନ୍ତୁ ଜାଣିବା ଏଣ୍ଟି ଭାଲେଣ୍ଟାଇନ୍ ଓ୍ବିକରେ କେଉଁ ଦିନ କ’ଣ ହୋଇଥାଏ ।

୧୫ଫେବୃଆରୀ- ସ୍ଲାପ୍ ଡେ

୧୬ଫେବୃଆରୀ- କିକ୍ ଡେ

୧୭ଫେବୃଆରୀ- ପରଫ୍ୟୁମ୍ ଡେ

୧୮ଫେବୃଆରୀ- ଫ୍ଲିର୍ଟ୍ ଡେ

୧୯ଫେବୃଆରୀ- କଫ୍ନେଶନ ଡେ

୨୦ଫେବୃଆରୀ- ମିସିଂ ଡେ

୨୧ଫେବୃଆରୀ- ବ୍ରେକଅପ ଡେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.