ବୌଦ୍ଧ, ୬/୨ : ମାଓ ମୁକ୍ତ ହେଲା ବୌଦ୍ଧ ଜିଲ୍ଲା । ଶତ ପ୍ରତିଶତ ମାଓ ମୁକ୍ତ ଭାବେ ଘୋଷଣା । ଘୋଷଣା କଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। କନ୍ଧମାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଆଇଜି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ମାଓପ୍ରବଣ ଜିଲ୍ଲା ଥିଲା ବୌଦ୍ଧ । ପୂର୍ବରୁ ୨୦୧୫-୨୬ ରେ ମାଓ ମୁକ୍ତ ଘୋଷଣା ହୋଇଥିଲା । ପୁନର୍ବାର ମାଓ ଗତିବିଧି ଯୋଗୁଁ ମାଓପ୍ରବଣ ଜିଲ୍ଲା ହୋଇଥିଲା ବୌଦ୍ଧ । ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଥିବା କହିଛନ୍ତି ।

ଏହାସହ ପଢ଼ନ୍ତୁ : ସାଇଙ୍କ ସାଙ୍ଘାତିକ ଅଭିଯୋଗ, କହିଲେ ନାଣ୍ଡୁବାବୁ ମୋତେ ମାରିଦେବେ...

 

​​​​​​​​​​​​​​