ନୂଆଦିଲ୍ଲୀ,୧/୨ : ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୬-୨୭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ ଅର୍ଥମନ୍ତ୍ରୀ ଭାବେ ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ କଣ ଶସ୍ତା ଏବଂ କଣ ମହଙ୍ଗା ଏହା ଉପରେ ସମସ୍ତଙ୍କ ନଜର ଥାଏ ।
ବଜେଟରେ କଣ ଶସ୍ତା
କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା
କ୍ୟାନସର, ମଧୁମେଧ ଭଳି ୭ଟି ଦୁର୍ଲଭ ରୋଗର ଔଷଧ ହେବ ଶସ୍ତା
ମୋବାଇଲ, ବ୍ୟାଟେରୀ, ମାଇକ୍ରୋ ଓଭେନ୍ ହେବ ଶସ୍ତା
ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ
ସୌରଚାଳିତ ବସ୍ତୁ, ସି- ଫୁଡ଼ ହେବ ଶସ୍ତା
ବାୟୋ CNG ଗ୍ୟାସ ଶସ୍ତା ହେବ
ବିଦେଶରେ ପାଠ ପଢ଼ା
କପଡ଼ା
ବିଦେ
କଣ ମହଙ୍ଗା ?
ମଦ
ଖଣିଜ
ସ୍କ୍ରାପ୍
ସିଗାରେଟ
ପାନମସଲା
ଆମଦାନୀଯୁକ୍ତ କାର
ଆମଦାନୀଯୁକ୍ତ ଘଣ୍ଟା
ସୌଖୀନ ପୋଷାକ
ଏହାସହ ପଢ଼ନ୍ତୁ : ବଜେଟ୍ରେ ଖେଲୋ ଇଣ୍ଡିଆ ମିଶନ୍ ଘୋଷଣା, ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ