ଭୁବନେଶ୍ବର,୭/୧୨ : ରାଜଧାନୀରେ ସିବିଆଇ ରେଡ୍। ମେରୁନ୍ କଲର୍ ମର୍ସିଡିଜ୍ ଗାଡିରୁ ବାହାରିଲା ପୁଳାପୁଳା ଟଙ୍କା। ବନେଟ ଉପରେ ଗଣିଲେ ଟଙ୍କା। ପୋଲିସ ଛାଉଣୀରେ ଗଣିଲେ ଟଙ୍କା । ସିବିଆଇ ଅଧିକାରୀଙ୍କ ମିଳିଲାନି ପ୍ରତିକ୍ରିୟା। ଚାରି ଜଣଙ୍କୁ ନେଲା ସିବିଆଇ। ନୟାପଲ୍ଲୀ ଥାନାରେ ଅଟକ। ଗାଡିରୁ ମିଳିଲା ଦୁଇଟି ବଣ୍ଡଲରେ ଲକ୍ଷାଧିକ ଟଙ୍କା। ରାସ୍ତା ଉପରେ ଚାରି ଜଣଙ୍କ ମନି ପର୍ସ ଏବଂ ପରିଚୟପତ୍ର ଯାଞ୍ଚ କଲେ ସିବିଆଇ ଅଧିକାରୀ।