ଭୁବନେଶ୍ଵର, ୨୫/୧୦ : ଦଶମ ଏବଂ ଦ୍ଵାଦଶ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ। ଆସନ୍ତା ଜାନୁଆରୀ ୧ ତାରିଖରୁ ହେବ ପ୍ରାକ୍ଟିକାଲ୍ ଏବଂ ଇଣ୍ଟରନାଲ୍ ପରୀକ୍ଷା। ସେହିପରି ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା। ସିବିଏସଇ ସର୍କୁଲାରରେ ଏହି ତାରିଖ ଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। cbse.gov.inରେ ଏହା ଉପଲବ୍ଧ ଅଛି।

‘ତେଜସ୍ୱୀ ଯାଦବଙ୍କୁ ଦାୟିତ୍ୱ ଦେବାକୁ ପଡିବ, କର୍ମୀମା...