ଭୁବନେଶ୍ବର,୫।୧ :    ସହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଶୁଭାରମ୍ଭ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।୨ ଲକ୍ଷରୁ ଉର୍ଦ୍ଧ୍ବ  ଛାତ୍ର ଛାତ୍ରୀ ଉପକୃତ ହେବେ। ୧୦ମ ଓ ଦ୍ବାଦଶ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।ଅନୁସୂଚିତ ଜାତି ଜନଜାତି ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ।