ପ୍ରମୂଖ ଖବର
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

CHSE ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ, ୮୦ ରୁ ୨୪ ରଖିଲେ ହେବେ ପାସ୍‌

Published By : Harapriya Sethi | November 22, 2024 1:30 PM

ଭୁବନେଶ୍ୱର,୨୨/୧୧: ବଦଳିଲା ସିଏଚଏସଇ ପରୀକ୍ଷା ପାଟର୍ଣ୍ଣ । ଏଣିକି ନନ୍ ପ୍ରାକ୍ଟିକାଲ ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଏହି ପରୀକ୍ଷାରେ ବିଦ୍ୟାର୍ଥୀମାନେ ୮୦ ରୁ ୨୪ ମାର୍କ ରଖିଲେ ପାସ୍‌ ହେବେ । ଚଳିତ ବର୍ଷ ଏମିତି ଏକ ପଦକ୍ଷେପ ନେଇଛି ସିଏଚଏସଇ । ଏଭଳି କରିବା ଦ୍ବାରା ପରୀକ୍ଷାରେ ପାସ୍‌ ହାର ବୃଦ୍ଧି ପାଇବ । ୮୦ ମାର୍କରୁ ୨୦ ମାର୍କର ପ୍ରଶ୍ନ ଏମସିକ୍ୟୁ ରହିବ । ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.