ନୂଆ ଦିଲ୍ଲୀ – ନୂଆଦିଲ୍ଲୀରେ ଲାଲ୍‌ କିଲ୍ଲା ପାଖରେ ଠିଆ ହୋଇଥିବା କାର୍‌ରେ ସୋମବାର ସନ୍ଧ୍ୟାରେ ବଡ଼ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଆଖପାଖରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗି ଯାଇଛି। ଆଉ କିଛି ଗାଡ଼ିର କାଚ ଭାଙ୍ଗି ଯାଇଛି। ଅଧିକାରୀମାନେ କହିଛନ୍ତି ଯେ , ବିସ୍ଫୋରଣରେ ଆଠ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳର ସ୍ଥିତି କେମିତି ଅଛି ଆସନ୍ତୁ ଫଟୋରୁ ଦେଖିବା -

୨-  

୩-

୪-

୫-

୬-

୭-