ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭିଟାମିନ୍ ବି-୧୨... କମ୍ ହେଲେ ଖରାପ, ମାତ୍ରାଧିକ ସେବନ କଲେ ହେବ ଏହି ସମସ୍ୟା

Published By : Rasmita Pradhan | April 20, 2025 1:57 PM

ଭୁବନେଶ୍ଵର, ୨୦/୦୪ : ଭିଟାମିନ୍ ବି-୧୨। ଶରୀରରେ କମିଗଲେ ବିପଦ, ଅଧିକ ସେବନ କଲେ ବି ବିପଦ। ଏହାର ମାତ୍ରାଧିକ ସେବନ କଲେ ଶରୀରରେ କରିପାରେ ପାର୍ଶ୍ଵ ପ୍ରତିକ୍ରିୟା। ହାର୍ଟ ଉପରେ ମଧ୍ୟ ପକାଇପାରେ ପ୍ରଭାବ। କେବଳ ସେତିକି ନୁହେଁ ଭିଟାମିନ୍ ବି-୧୨ ଅଧିକ ହେଲେ ମୁଣ୍ଡବିନ୍ଧା କିମ୍ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ। ତେଣୁ ଭିଟାମିନ୍ ବି୧୨ ଇଞ୍ଜେକ୍ସନ ନେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଭିଟାମିନ୍ ବି୧୨ର ଅତ୍ୟଧିକ ସେବନ ଯୋଗୁଁ ଆପଣଙ୍କ ହୃଦସ୍ପନ୍ଦନକୁ ବୃଦ୍ଧି କରିପାରେ। ଏହା ବ୍ୟତୀତ, ଯଦି ଆପଣ କୌଣସି ବୃକକ୍ ସମ୍ବନ୍ଧୀୟ ରୋଗରେ ପୀଡିତ, ତେବେ ଆପଣଙ୍କୁ ଭିଟାମିନ୍ ଭିଟାମିନ୍ ବି-୧୨ ସପ୍ଲିମେଣ୍ଟ୍ ନେବା ଠାରୁ ଦୂରେଇ ରହିବା ଉଚିତ୍। ଏହା ଚର୍ମ ପାଇଁ ମଧ୍ୟ କ୍ଷତିକାରକ। ଏହା ଚର୍ମ ଉପରେ ଖରାପ ପ୍ରଭାବ ପକାଇପାରେ। ଏହି ଭିଟାମିନର ଅତ୍ୟଧିକ ସେବନ ଯୋଗୁଁ, ବ୍ରଣ, କୁଣ୍ଡିଆ ଏବଂ ଫଳିଯିବା ଭଳି ସମସ୍ୟା ହୋଇପାରେ। ଯଦି ଆପଣଙ୍କ ଶରୀରରେ ଏହି ଭିଟାମିନର ମାତ୍ରା ଅଧିକ ଅଛି, ତେବେ ଆପଣ ଆପଣଙ୍କ ଖାଦ୍ୟ ତାଲିକାରୁ ଭିଟାମିନ୍ ବି-୧୨ଯୁକ୍ତ ଖାଦ୍ୟ ଏବଂ ପାନୀୟ ଠାରୁ ନିବୃତ୍ତ ରୁହନ୍ତୁ। 

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଆର୍ଟିକିଲ୍‌ରେ ଦିଆଯାଇଥିବା ପରାମର୍ଶ କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ପ୍ରକାରର ଫିଟନେସ୍ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ କିମ୍ବା ଆପଣଙ୍କ ଖାଦ୍ୟରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। 

ଏହି ଖବରଟିକୁ ପଢନ୍ତୁ-କାର୍‌ରେ ବସିଲେ ଆପଣଙ୍କର ବି ବାନ୍ତି ହେଉଛି କି ? ଜାଣି ରଖନ୍ତୁ କିଛି ଟିପ୍ସ...


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.