ପାରାଦ୍ଵୀପ,୧୧।୩ - ଲକ୍ ଥାନା କାଠ ଗଡା ନିକଟରେ  ଜଳିଗଲା କାର। ଏଥିରେ କାରର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ବେଳକୁ ଡ୍ରାଇଭର ଜଣଙ୍କ ନିଆଁରେ ପୋଡି ହୋଇଯାଇଥିଲେ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଜବତ   କରିବା ସହ ଘଟଣାର  ତଦନ୍ତ କରୁଛି।