ବଲାଙ୍ଗୀର, ୧୨।୧୦ : ବଲାଙ୍ଗୀରରେ ପୁଣି ଦନ୍ତା ହାତୀର ମୃତ୍ୟୁ  । ବଲାଙ୍ଗୀର  ରେଞ୍ଜ ଅନ୍ତର୍ଗତ ଭୀମ  ଡୁଙ୍ଗୁରି ଜଙ୍ଗଲରେ  ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି  ।   ତେବେ ଦୁଇଦିନ ତଳେ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।  ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ଖବର ପାଇ  ଘଟଣାସ୍ଥଳରେ ବଲାଙ୍ଗୀର ବନବିଭାଗ  ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।