ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ, ରାଜ୍ୟ ସରକାର କଲେ ଅନୁମୋଦନ

Published By : Suraj Kumar | October 20, 2024 4:41 PM

ଭୁବନେଶ୍ବର,୨୦।୧୦ : ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ   । ରାଜ୍ୟ ପୋଲିସ ଦେଇଥିବା ପ୍ରସ୍ତାବରେ ରାଜି ହେଲେ ସରକାର।  ନିଯୁକ୍ତି ପାଇଁ ରାଜ୍ୟ ସରକାର ଦେଲେ ଅନୁମୋଦନ । ୩୦୦୯ ଟି  ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ  । ସିପାହିରୁ କମାଣ୍ଡାଣ୍ଟ ରାଙ୍କରେ ମିଳିବ ନିଯୁକ୍ତି    ।

ଏକ୍ସ ସର୍ଭିସ୍ ମ୍ୟାନଙ୍କୁ  ଆଣ୍ଟି ନକ୍ସଲ୍ ଅପରେସନରେ ନିୟୋଜିତ କରାଯିବ  । ଜେଲ୍, ଥାନା, ଫାଣ୍ଡି ଓ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ହେବେ ମୁତୟନ। ଚୁକ୍ତି ଭିତ୍ତିକ ନିୟୋଜିତ ହେବେ ଫୋର୍ସ। ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ପାଇବେ ସିପାହୀ। ୮୦ହଜାର ୫୫୦ଟଙ୍କା ପାଇବେ କମାଣ୍ଡାଣ୍ଟ। ଏକ ମାସର ଟ୍ରେନିଂ ପରେ ଏକ ବର୍ଷିୟା ଚୁକ୍ତିରେ ରହିବେ ଏକ୍ସ ସର୍ଭିସ୍ ମ୍ୟାନ। ଭଲ କାମ କଲେ ୩୧ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରହି ପାରିବେ ଏକ୍ସ ସର୍ଭିସ୍ ମ୍ୟାନ। ବିଏସଏଫ, ସିଆରପିଏଫ, ସିଏପିଏଫରୁ ଅବସର ନେଇଥିବା ଅଫିସରମାନେ ଆସିବେ ଏକ୍ସ ସର୍ଭିସ୍ ମ୍ୟାନ୍।  ଆସନ୍ତା ୧୫ଦିନ ମଧ୍ୟରେ ଏହ କାର୍ଯ୍ୟକାରୀ ହେବ ବୋଲି  ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.