​​​​​​​ବରଗଡ଼,୧୩।୧ : ବରଗଡ଼ରେ ନକଲି ତେଲ ଓ ଘିଅ କାରଖାନା ଠାବ ।  ବରଗଡ଼ - ବରାହଗୋଡା ପାଖରେ ଚାଲିଥିଲା ନକଲି ରାଶି ତେଲ କମ୍ପାନୀ । ଉପଜିଲ୍ଲାପାଳ ଓ ଗ୍ରାମାଞ୍ଚଳ ଥାନା ପୋଲିସ୍ଙ୍କ ମିଳିତ ଚଢାଉ ।  ବାଲାଜୀ କମ୍ପାନୀର ଲଗୋ ଷ୍ଟିକର ଲଗାଇ ନକଲି  ତେଲ କରୁଥିଲେ ପ୍ରସ୍ତୁତି । କମ୍ପାନୀକୁ ସିଲ୍ କଲା ଗ୍ରାମାଞ୍ଚଳ ଥାନା ପୋଲିସ ।

ପୂର୍ବରୁ ମଧ୍ୟ ଚଢ଼ାଉ କରି ସିଲ କରାଯାଇଥିଲା ଭକ୍ତ କାରଖାନାକୁ | ତେବେ ପୂଜା ପାଇଁ ବ୍ୟବହୃତ ଏହି  ନକଲି ତେଲର ମାନକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର  ଧରିଥିଲା।  ଉକ୍ତ କାରଖାନାର ମାଲିକଙ୍କୁ ଅଟକ ରଖି ପଚ଼ରା ଉଚ଼ରା କରାଯାଉଛି।