ଝାରସୁଗୁଡା, ୨୫।୫ : ଆଇପିଏଲ ବେଟିଂ ଚାଲିଥିବା ବେଳେ ଚଢାଉ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀଛକର ଏକ ଭଡାଘରେ ପୁଲିସର ଚଢାଉ। ସେଠାରୁ ୫ ଲକ୍ଷ ୯ ହଜାର ୧୦୦ ନଗଦ ଟଙ୍କା ଜବତ କରାଯାଇଛି। ଏଥିସହ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ସେହିପରି ୨ ଟି ଲାପଟପ, ୪୧ ଟି ମୋବାଇଲ ଫୋନ , ଗୋଟିଏ ଇନୋଭା କ୍ରିଷ୍ଟା, ଗୋଟିଏ କାର ଜବତ କରିଛି ପୋଲିସ l ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ଫ୍ରିଜ କରାଯାଇଛି l
ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଧନୁଯାତ୍ରା ସ୍ମାରକୀ ଗେଟ୍, ୨ ଗୁରୁତର