ବଲାଙ୍ଗୀର, ୪।୧ ବଲାଙ୍ଗିର ସୁଲିଆ ଯାତ୍ରାରେ ହେବ ନାହିଁ ମହୋତ୍ସବ।  କେବଳ ହେବ ସୁଲିଆ ଯାତ୍ରା।  ଦୁଇଗୋଷ୍ଠି ମୁହାଁମୁହିଁ ହେବାପରେ ପ୍ରଶାସନ ପକ୍ଷରୁ ମହୋତ୍ସବକୁ ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି।  ଆସନ୍ତା ୫ ତାରିଖ ରୁ ୭ ତାରିଖ ଯାଏଁ ହେବାକୁ ଥିଲା ସୁଲିଆ ଯାତ୍ରା ପାଇଁ ମହୋତ୍ସବ। ଆଇନଶୃଙ୍ଖଳା ଦୃଷ୍ଟିରୁ ସୁଲିଆ ମହୋତ୍ସବ କୁ ବାତିଲ କଲେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ।  କେବଳ ୭ ତାରିଖ ରେ ରୀତିନୀତି ଅନୁଯାୟୀ ହେବ ସିଲୁଆ ଯାତ୍ରା।