ବଲାଙ୍ଗୀର, ୮।୧୨ : ବଲାଙ୍ଗୀର ସହର ଭିତରେ ଥିବା ପୁରୁଣା ସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ନିଆଁ ଲାଗିଛି। ସମ୍ପୁର୍ଣ୍ଣ ମାର୍କେଟରେ ନିଆଁ ଲାଗିଛି। କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ଅସ୍ପଷ୍ଟ। ବଲାଙ୍ଗୀର ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।