ଟାଙ୍ଗୀ,୧୨।୪ : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ପଲସାରୁ ଭୁବନେଶ୍ୱର ଯାଉଥିଲା କୋଇଲା ବୋଝେଇ ଟ୍ରେନ। ଖଲ୍ଲିକୋଟ ଷ୍ଟେସନ ଅତିକ୍ରମ କରିବା ପରେ   କୋଇଲା ବୋଝେଇ ଟ୍ରେନରେ ହଠାତ ଲାଗିଥିଲା ନିଆଁ। ଟ୍ରେନଟିକୁ  ବାଲୁଗାଁ ରେଳ ଷ୍ଟେସନରେ ଅଟକାଇ  ଲାଗିଥିବା  ନିଆଁ କୁ ଆୟତ୍ତ କରିଥିଲେ ବାଲୁଗାଁ ଅଗ୍ନିଶମ ବିଭାଗ।