କରଞ୍ଜିଆ,୧୭।୧୧  ଫ୍ଲିପ୍ କାର୍ଟ ସାମଗ୍ରୀ ଵୋଝେଇ କଣ୍ଟେନରରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି।୪୯ ନଂ ଜାତୀୟ ରାଜପଥ ଛେଳିଗୋଧୂଳି ଟୋଲ୍ ଗେଟ୍ ନିକଟରେ ଏହି ଘଟଣା ଘଟିଛି।  ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।