ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୨୯ ବର୍ଷ ପରେ ଗିରଫ ହେଲା ଦାଉଦ୍ ଇବ୍ରାହିମ୍-ଛୋଟା ସକିଲ୍ ଗ୍ୟାଙ୍ଗ୍‌ର ଗ୍ୟାଙ୍ଗଷ୍ଟାର୍, କର୍ଣ୍ଣାଟକ ହୁବଲିରୁ ଧରିଲା ସ୍ବତନ୍ତ୍ର ପୋଲିସ ଟିମ୍…

Published By : Ladu Kishor | January 31, 2025 8:17 PM

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସ ଦାଉଦ ଇବ୍ରାହିମ୍ ଏବଂ ଛୋଟା ସକିଲ୍ ଗ୍ୟାଙ୍ଗ୍ ସହ ଜଡିତ ୬୩ ବର୍ଷିୟ ଗ୍ୟାଙ୍ଗଷ୍ଟାର ପ୍ରକାଶ ରତିଲାଲ୍ ହିଙ୍ଗୁକୁ ଗିରଫ କରିଛି। ୧୯୯୬ ମସିହା ଆର୍ଥର ରୋଡ୍ ଜେଲ୍ ଦଙ୍ଗା ମାମଲାରେ ମୁମ୍ବାଇ ପୋଲିସ ତାଙ୍କୁ ୨୯ ବର୍ଷ ପରେ ଗିରଫ କରିଛି । ମୁମ୍ବାଇର ଏନଏମ ଜୋଶୀ ପୋଲିସ ଅଧିକାରୀ ମାନେ ସୂଚନା ପାଇ କର୍ଣ୍ଣାଟକର ହୁବଲିରୁ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛନ୍ତି।

ଦୀର୍ଘ ସମୟ ଧରି କୋର୍ଟରେ ଚାଲିଥିବା ଶୁଣାଣିରେ ପ୍ରକାଶ ହିଙ୍ଗୁ ହାଜର ହୋଇନଥିଲେ। ଏହା ପରେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ଏହା ପରେ, ମିଳିଥିବା ଗୁପ୍ତ ସୂଚନା ଆଧାରରେ, ମୁମ୍ବାଇର ଏନଏମ ଜୋଶୀ ମାର୍ଗ ପୋଲିସ ଟିମ୍ ଦ୍ୱାରା ଏକ ଦଳ ଗଠନ କରାଯାଇଥିଲା ଏବଂ ସେ କର୍ଣ୍ଣାଟକ ଯାଇ ହୁବଲିରୁ ତାଙ୍କୁ ଗିରଫ କରିଛନ୍ତି।

ସୂଚନାଥାଉକି,ଯେ ୧୯୯୬ ମସିହାରେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ ଭିତରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ୍ ଏବଂ ଛୋଟା ରାଜନ୍ ଗ୍ୟାଙ୍ଗ୍ ସଦସ୍ୟ ମାନଙ୍କ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁମାନେ ସେତେବେଳେ ନ୍ୟାୟିକ ହେପାଜତରେ ଥିଲେ। ଉଭୟ ଗୋଷ୍ଠୀର ଲୋକମାନେ ପରସ୍ପରକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେଣୁ ଏନ.ଏମ୍. ଯୋଶୀ ମାର୍ଗ ପୋଲିସ ଷ୍ଟେସନରେ ଆଇପିସିର ଧାରା ୧୪୩, ୧୪୭, ୧୪୮, ୧୪୯, ୩୨୪ ଏବଂ ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.