ପୁରୀରେ ଆରମ୍ଭ ହେଲା ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜିଇଏଲ୍ଏସ୍-୨୦୨୫ ସମିଟ୍କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦ୍ର ଶକ୍ତି ଓ ଅକ୍ଷୟ ଊର୍ଜ୍ଜା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଉପସ୍ଥିତ
ଶକ୍ତି ଓ ଅକ୍ଷୟ ଊର୍ଜ୍ଜାକୁ ନେଇ ଚାଲିଛି ଘମାଘୋଟ ଆଲୋଚନା
ଶକ୍ତି ସଞ୍ଚୟ ଆଲୋଚନା ପାଇଁ ଏକାଠି ହୋଇଛନ୍ତି ହେଭିୱେଟ୍ ଲି