ମେଷ :ସପ୍ତମ ଚନ୍ଦ୍ର । ବ୍ୟବସାୟରେ ସଫଳତା ମିଳିପାରେ । ଆର୍ଥିକ ସ୍ଥିତି ଭଲ ରହିବ । ନିବେଶ କରନ୍ତୁ ନାହିଁ । ମାନସିକ ଶାନ୍ତି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି । ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ । ବିବାହ ପ୍ରସ୍ତାବ ଆସିପାରେ ।
ଶୁଭରଙ୍ଗ - ଲାଲ୍, ଧଳା ।
ବୃଷ :ଷଷ୍ଠ ଚନ୍ଦ୍ର । ରୋଗମୁକ୍ତ ହୋଇପାରିବେ । ଶରୀର ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଦିନଟି ପ୍ରଗତିଶୀଳ ରହିବ । ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଶତ୍ରୁମାନେ ପରାଜିତ ହେବେ । ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବେ । ଆର୍ଥିକ ଲାଭ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ଶୁଭରଙ୍ଗ - ଧଳା, ରୂପେଲି ।
ମିଥୁନ :ପଞ୍ଚମ ଚନ୍ଦ୍ର । ସକାରାତ୍ମକ ଚିନ୍ତାଧାରା ରହିବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଗୃହେ ଆନନ୍ଦ । ଆର୍ଥିକ ଉନ୍ନତି । ଧନଲାଭ । ମନରେ ଶାନ୍ତି ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଶୁଭ ସମାଚାର ମିଳିପାରେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଉନ୍ନତି ।
ଶୁଭରଙ୍ଗ - ଗୋଲାପୀ, ସବୁଜ ।
କର୍କଟ :ଚତୁର୍ଥ ଚନ୍ଦ୍ର । ଗୃହେ ଆନନ୍ଦ । ମାନସିକ ସ୍ଥିତି ଭଲ ରହିବ । ନିବେଶ କରନ୍ତୁ ନାହିଁ । ଆର୍ଥିକ ହାନି ହୋଇପାରେ । ଧୈର୍ଯ୍ୟ ରଖନ୍ତୁ । ଶରୀର ସାଧାରଣ ରହିବ । ପରିବାରରେ କଳହ ହୋଇପାରେ । ଯୁକ୍ତିତର୍କରୁ ଦୂରେଇ ରହିବ । ବାଦବିବାଦ ହେବାର ସମ୍ଭାବନା ଅଛି । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ ।
ଶୁଭରଙ୍ଗ - ରୂପେଲି, ଧଳା ।
ସିଂହ:ତୃତୀୟ ଚନ୍ଦ୍ର । କାର୍ଯ୍ୟକ୍ଷେତ୍ରରେ ସଫଳତା । କଥାବାର୍ତ୍ତା ଶୈଳୀ ଅତି ଆକର୍ଷଣୀୟ ହେବ । ଛୋଟ ଧରଣର ବ୍ୟବସାୟିକ ଯାତ୍ରା ଲାଭଦାୟକ ହେବ । ଯାନବାହନ ପ୍ରତି ସତର୍କତା । ସମାଜରେ ସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭରଙ୍ଗ - ନାଲି, ହଳଦିଆ ।
କନ୍ୟା :ଦ୍ୱିତୀୟଚନ୍ଦ୍ର । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ନିବେଶ କରନ୍ତୁ ନାହିଁ । ବ୍ୟବସାୟରେ ଲାଭ ମିଳିବ । ଗୃହେ ଆନନ୍ଦ । ବନ୍ଧୁମିଳନ । ପୁରୁଣା ମତଭେଦ ଦୂର ହେବ । ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବ । ଆୟଠାରୁ ବ୍ୟୟ ଅଧିକ ହୋଇପାରେ ।
ଶୁଭରଙ୍ଗ - ସବୁଜ, ଧଳା ।
ତୁଳା :ଶ୍ରୀଚନ୍ଦ୍ର । ଆୟ ବୃଦ୍ଧି ହେବ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି । ଶରୀର ସୁସ୍ଥ ରହିବ । ପରିବାରରେ ସୁଖଶାନ୍ତି ବାତାବରଣ ରହିବ । ଧନଲାଭ ଯୋଗ । ଉଚ୍ଚପଦସ୍ଥ ଅଫିସର୍ଙ୍କଠାରୁ ସାହାଯ୍ୟ ପ୍ରାପ୍ତି ।
ଶୁଭରଙ୍ଗ - ଗୋଲାପୀ, ଧଳା ।
ବିଛା :ଦ୍ୱାଦଶ ଚନ୍ଦ୍ର, ଘାତବାର । ଯାତ୍ରା ନିଷେଧ । ମନ ଅସ୍ଥିର ରହିବ । ଅନାବଶ୍ୟକ ଭୟ ସୃଷ୍ଟି । ଶରୀରରେ କ୍ଲାନ୍ତି ଦେଖାଯାଇପାରେ । ବାଦବିବାଦ ହେବାର ସମ୍ଭାବନା ଅଛି । ଯୁକ୍ତିତର୍କ କରନ୍ତୁ ନାହିଁ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । କୋର୍ଟ କଚେରି ମାମଲାରେ ହାନି ହୋଇପାରେ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି । ଧୈର୍ଯ୍ୟ ରଖନ୍ତୁ ।
ଶୁଭରଙ୍ଗ - ଲାଲ୍, ମେରୁନ ।
ଧନୁ :ଏକାଦଶ ଚନ୍ଦ୍ର, ଘାତବାର । ଆର୍ଥିକ ଉନ୍ନତି ହେବ । ଅଯଥା ଖର୍ଚ୍ଚ କରିବେ ନାହିଁ । ମନରେ ଦ୍ୱନ୍ଦ୍ୱ ଲାଗି ରହିବ । ଯାତ୍ରା ନିଷେଧ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ବିଫଳ । ଗଭୀର ଆଘାତ ହେବାର ସମ୍ଭାବନା ଅଛି । ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ ।
ଶୁଭରଙ୍ଗ - ହଳଦିଆ, ସୁନେଲି ।
ମକର :ଦଶମ ଚନ୍ଦ୍ର । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିପାରେ । ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟାପାରରେ ବଡ଼ ସଫଳତା ଓ ଲାଭ ମିଳିବାର ଯୋଗ ଅଛି । ମାନ ସମ୍ମାନ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରୁ ବାଧାବିଘ୍ନ ଦୂର ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।
ଶୁଭରଙ୍ଗ - ନୀଳ, ଆକାଶିଆ ନୀଳ ।
କୁମ୍ଭ :ନବମ ଚନ୍ଦ୍ର । ଭାଗ୍ୟର ସହଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ନୂତନ ଚିନ୍ତାଧାରା ଆସିପାରେ । ଦେବଦର୍ଶନ । ବନ୍ଧୁଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି । ଶରୀର ସୁସ୍ଥ ରହିବ ।
ଶୁଭରଙ୍ଗ - ହଳଦିଆ, କ୍ରିମ୍ ।
ମୀନ :ଅଷ୍ଟମ ଚନ୍ଦ୍ର । ଘାତବାର । ଶରୀର ପ୍ରତି ସତର୍କ ରହିବେ । ରକ୍ତଚାପ କିମ୍ବା ମୁଣ୍ଡଜନିତ ସମସ୍ୟା ଦେଖାଦେଇପାରେ । ସହକର୍ମୀଙ୍କ ସହ ଯୁକ୍ତି କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ଅଯଥା ଖର୍ଚ୍ଚ ବଢ଼ିପାରେ । ଯାତ୍ରା ନିଷେଧ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ଧ୍ୟାନ ଦେବେ ଓ ଧୈର୍ଯ୍ୟ ରଖିବେ ।
ଶୁଭରଙ୍ଗ - କ୍ରିମ୍, ହଳଦିଆ ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩