ଦୁବାଇ,୪/୩ :  ଭାରତ ବନାମ ଅଷ୍ଟେ୍ରଲିଆ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲର ମୁକାବିଲା ଏହି ସମୟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଚାଲୁଛି । ଏଭଳି ସ୍ଥ‌ଳେ ଭାରତ ଲାଗି ସବୁଠାରୁ ଅଧିକ ବିପଦ କୁହାଯାଉଥିବା ବ୍ୟାଟର ଟ୍ରେବିସ ହେଡ଼ ୩୯ରନ୍ କରି କରି ପାଭିଲିୟନ ଫେରିଥିଲେ । ତାଙ୍କୁ ସ୍ପିନ ବୋଲର ବଋଣ ଚକ୍ରବର୍ତ୍ତୀ ନିଜ ଶିକାର କରିଥିଲେ। ଏହାପରେ ସୋସିଆଲ ମିଡ଼ିଆରେ କେତେକ ମିମ୍ସ ଭାଇରାଲ ହେବାରେ ଲାଗିଛି ।  ଆସନ୍ତୁ ନଜର ପକାଇବା କେତେକ ମଜାଦାର ମିମ୍ସ ଉପରେ ।