Logo
Ad Banner
E-PAPER | ENGLISH
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମହାନଗର
    ଭୁବନେଶ୍ୱର
    ବ୍ରହ୍ମପୁର
    ପୁରୀ
    ସମ୍ବଲପୁର
    ରାଉରକେଲା
    କଟକ
  • ରାଜନୀତି
  • ପ୍ରମେୟ ଫଟୋ
  • ରାଶିଫଳ
  • ମନୋରଞ୍ଜନ
  • ବିଶେଷ
  • ଜିଲ୍ଲା
    ସମ୍ବଲପୁର
    ମୟୂରଭଞ୍ଜ
    ବାଲେଶ୍ଵର
    ସୁନ୍ଦରଗଡ଼
    ଝାରସୁଗୁଡ଼ା
    ରାୟଗଡ଼ା
    ଭଦ୍ରକ
    ବରଗଡ଼
    ବଲାଙ୍ଗୀର
    ଦେବଗଡ଼
    ନବରଙ୍ଗପୁର
    ଜଗତସିଂହପୁର
    କଟକ
    କନ୍ଧମାଳ
    ଅନୁଗୁଳ
    କଳାହାଣ୍ଡି
    କେନ୍ଦୁଝର
    ଗଜପତି
    କେନ୍ଦ୍ରାପଡ଼ା
    କୋରାପୁଟ
    ଖୋର୍ଦ୍ଧା
    ଗଞ୍ଜାମ
    ଢେଙ୍କାନାଳ
    ନୟାଗଡ଼
    ନୂଆପଡ଼ା
    ପୁରୀ(ଜିଲ୍ଲା)
    ବୌଦ୍ଧ
    ମାଲକାନଗିରି
    ଯାଜପୁର
    ସୁବର୍ଣ୍ଣପୁର
  • ଖେଳ
  • ଅପରାଧ
  • MORE
    ଜୀବନଚର୍ଯ୍ୟା ସମ୍ପାଦକୀୟ ବାଣିଜ୍ୟ
FIFA WORLDCUP
ପ୍ରମେୟ Breaking :
ଭାରତଠାରୁ ସିରିଜ ହାରିବା ପରେ ଅଧିନାୟକ ପଦରୁ ହଶମତୁଲ୍ଲାଙ୍କ ଇସ୍ତଫା, କହିଲେ ବ୍ୟକ୍ତିଗତ ନିଷ୍ପତ୍ତି   |   ୧୨୦ ଡଲାର ଟପିବ ଅଶୋଧିତ ତୈଳ, ସ୍ଥିତି ଅଧିକ ବିଗିଡ଼ିଲେ ୨୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ   |   ଇରାନର ୯ ସହରରେ ବୋମା ବର୍ଷା, ଜବାବରେ ୧୧ ମାର୍କିନ ସେନା ଘାଟିକୁ ଇରାନର ମିସାଇଲ ମାଡ଼   |   ସିକ୍କିମରେ ଟନେଲ ଭୁଶୁଡିବା ଘଟଣା; ୨୦ ମୃତଦେହ ଉଦ୍ଧାର, ଏବେବି ଫସି ରହିଛନ୍ତି ଆଉ ୫ ଜଣ   |   ଆସାମରେ ବନ୍ୟା ବିତ୍ପାତ; ୨୪ ଘଣ୍ଟାରେ ୨୧ ମୃତ, ୫ ଲକ୍ଷ ୬୪ ହଜାର ଲୋକ ପ୍ରଭାବିତ, ୮୨୭ ଗାଁ ଜଳମଗ୍ନ   |   ଆସନ୍ତା ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି; ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ଯିବେ ବ୍ରହ୍ମପୁର   |   ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷିପାରେ,୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ   |   ଦେବଦଳନର ଦକ୍ଷିଣ ମୋଡ଼; ହାତେ ଗଡ଼ିଲା ତାଳଧ୍ୱଜ, ଆଜି ନନ୍ଦିଘୋଷ, ତାଳଧ୍ୱଜର ହେବ ଦକ୍ଷିଣ ମୋଡ଼   |  

T20
T20
T20
T20
Rath Yatra Rath Yatra
ଘୋଷ ଯାତ୍ରା
  1. Home
  2. ଖେଳ
  3. ପ୍ରଥମ ଦିନିକିଆ; ଭଦୋଦରାରେ ଟସ୍ ଜିତିଲା ଭାରତ, ପ୍ଲେଇଙ୍ଗ୍ ଇଲେଭେନ୍‌ରେ ୬ ବୋଲ୍‌ର ସାମିଲ୍

ପ୍ରଥମ ଦିନିକିଆ; ଭଦୋଦରାରେ ଟସ୍ ଜିତିଲା ଭାରତ, ପ୍ଲେଇଙ୍ଗ୍ ଇଲେଭେନ୍‌ରେ ୬ ବୋଲ୍‌ର ସାମିଲ୍

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ମିଳିଛି । ଅଧିକ ପଢନ୍ତୁ.. 
Share Tweet Share
Published By : Ankita - Prameya Bureau | January 11, 2026 01:49 PM
India vs New Zealand 1st ODI
​​​​​​​​​​​.ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଆରମ୍ଭ
.ସ୍ଥାନ: କୋଟାମ୍ବି, ଷ୍ଟାଡ଼ିୟମ୍-ଭଦୋଦରା
.ମ୍ୟାଚ୍ ଆରମ୍ଭ ସମୟ: ଅପରାହ୍ଣ ୧.୩୦
.ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି
.ଦଳରେ ୩ ପେସ୍ ୩ ସ୍ପିନ ବୋଲ୍‌ର ସାମିଲ
ନୂଆଦିଲ୍ଲୀ,୧୧/୦୧: ଭଦୋଦରା କୋଟାମ୍ବି କ୍ରିକେଟ ଷ୍ଟାଡ଼ିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆରେ ଟସ୍ ଜିତିଛି ଟିମ୍ ଇଣ୍ଡିଆ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି କ୍ୟାପ୍ଟେନ୍ ଶୁଭମନ ଗିଲ । ଚୂଡାନ୍ତ ଏକାଦଶରେ ୬ ବୋଲର ସାମିଲ ହୋଇଛନ୍ତି । ୩ ସ୍ପେସ୍ ଏବଂ ୩ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ସିରାଜ, ହର୍ଷିତ, ପ୍ରସିଦ୍ଧଙ୍କ ସହ ଜାଡେଜା, ୱାଶିଂଟନ, କୁଲଦୀପ ସାମିଲ ହୋଇଛନ୍ତି । ଆହତ ରିଷବ ପନ୍ତ ଆଉଟ୍ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କ ଇନ୍ ହୋଇଛି । ମ୍ୟାଚରେ ଅଭିଜ୍ଞ ରୋ-କୋଙ୍କ ରାଜୁତି ଉପରେ ସମସ୍ତଙ୍କ ନଜର ରହିବ ।​​​​​​​
ରୋ-କୋଙ୍କ ଉପର ନଜର-  ପୁଣି ଥରେ ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ଭାରତୀୟ କ୍ରିକେଟ୍‌ ପ୍ରେମୀ ରୋ-କୋ ଯୋଡ଼ିଙ୍କ ଝଲକ ପାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଅଧିନାୟକ ଶୁଭମନ ଗିଲ୍ ଓ ଉପ-ଅଧିନାୟକ ଶ୍ରେୟାସ ଆୟରଙ୍କ ପ୍ରଦର୍ଶନ ଉପରେ ଚୟନ କମିଟିର ନଜର ରହିବ  । ମାତ୍ର ୨୨ ଦିନର ବ୍ୟବଧାନ ପରେ ଭାରତ ଆଉ ଏକ ଦିନିକିଆ ସିରିଜ୍ ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଦିନିକିଆ ସିରିଜ ପରେ ଦର୍ଶକ ପୁଣି ଥରେ ରୋହିତ ଓ ବିରାଟଙ୍କୁ ଦେଖିବାକୁ ପାଇଛନ୍ତି । ଉଭୟ ୨ଟି ଲେଖାଏଁ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଖେଳି ଦଳକୁ ଫେରିଛନ୍ତି । ଉଭୟ ରୋହିତ ଓ କୋହଲି ଯଥାକ୍ରମେ ଦିନିକିଆ ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ଏହି ସିରିଜ୍ ଉଭୟଙ୍କ ସ୍ଥାନ ପରିବର୍ତ୍ତନ କରିବାର ସୁଯୋଗ ରହିଛି ।

🚨 Toss Update 🚨 #TeamIndia elect to bowl in the 1st ODI in Vadodara

Updates ▶️ https://t.co/OcIPHEpvjr#INDvNZ | @IDFCFIRSTBank pic.twitter.com/vR8u8TcbH5

— BCCI (@BCCI) January 11, 2026
​​​​​​​
ଭାରତ ଚୂଡାନ୍ତ ଏକାଦଶ- ଶୁଭମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ- ଡେଭନ କନୱେ, ନିକ କେଲି, ୱିଲ ୟଙ୍ଗ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌ (ଅଧିନାୟକ), ଜ୍ୟାକ୍‌ ଫୋଲ୍କସ, କେଲି ଜାମିସନ, ମାଇକେଲ ରେ, ଆଦିତ୍ୟ ଅଶୋକ ।
Tags: PrameyaOdia Cricket
Prameya QR

Prameya E-paper

ଗଞ୍ଜାମ
  • covid
    COVID-19 : ଗଞ୍ଜାମରେ ପୁଣି ଡରାଇଲାଣି କୋଭିଡ୍, ମନେ ପଡୁଛି ଲକ୍‌ଡାଉନ୍‌, କ୍ଵାରେଣ୍ଟାଇନ୍ ଓ ସାମାଜିକ ଦୂରତା July 22, 2026
  • chhatrapur
    Ganjam Collector : ହାତରେ ଝାଡ଼ୁ, ମୁହଁରେ ମାସ୍କ... ମା’ଙ୍କ ସହ ଆବର୍ଜନା ସଫା କଲେ ଜିଲ୍ଲାପାଳ July 22, 2026
  • Chargesheet
    Sudhir Patra Case: ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା, ୫୫୨ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ, ୬୮ ଜଣ ସାକ୍ଷୀ July 21, 2026
  • arrested
    Crime News: ବନ୍ଦ କୋଠରିରେ ଯୁବକଙ୍କୁ ମାଡ଼ ମାରିବା ଘଟଣା, ଭିଡିଓ ଭାଇରାଲ୍ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ July 13, 2026
ବରଗଡ଼
  • Bargarh engineer Shivam Vikram Mission
    Vikram Mission: ସ୍କାଏରୁଟ୍‌ରୁ ସ୍ୱପ୍ନର ଉଡ଼ାଣ, ISROର 'ବିକ୍ରମ' ଟିମ୍‌ରେ ବରଗଡ଼ ପୁଅ ଶିଭମ July 22, 2026
  • body
    Caste discrimination: ଜାତି ବାସନ୍ଦ ପାଇଁ ମିଳିଲାନି କାନ୍ଧ: ସାଇକେଲ୍‌ରେ ବୁହା ହୋଇ ମଶାଣିକୁ ଗଲା ବୃଦ୍ଧାଙ୍କ ଶବ, ଶେଷକୃତ୍ୟ କଲେ ବିଧବା ପୁତ୍ରବଧୂ ଓ ଝିଅ June 26, 2026
  • farmer
    Voluntary Euthanasia Demand: ଟୋକନ୍‌ ନାହିଁ କି ଧାନ ଉଠୁନି, ଇଚ୍ଛାମୃତ୍ୟୁ ପାଇଁ ଯୁବଚାଷୀଙ୍କ ଆବେଦନ June 25, 2026
  • kk
    ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ : ମୁଖ୍ୟ ଅଭିଯୁକ୍ତ ଗିରଫ, ଟଙ୍କା କାରବାର ହେଲା କାଳ June 23, 2026

News

  • News7 Odia
  • Prameya-ePaper
  • Prameya-English

Quick Links

  • Contact Us
  • Privacy Policy
  • Terms of Usage

Important Links

  • Train Ticket
  • Get Aadhar
  • Odisha Redcross
  • Police Commissionerate
  • Health Department
  • OSRTC
  • Electric Vehicle Subsidy Apply
Footer Banner
Download on Play Store
  • News7 Odia
  • Prameya
    (ePaper, Odia, English)
Download on App Store
  • News7 Odia
  • Prameya
    (ePaper, Odia, English)
Barcode

www.prameya.com

Copyright © 2025 - Summa Real Media Private Limited. All Rights Reserved.