ଭୁବନେଶ୍ବର ୦୨/୦୨: ମଞ୍ଚରେ ଚାଲିଥିଲା ଅଭିନୟ । ଅଭିନୟ କରୁଥିଲେ ବରିଷ୍ଠ ଅଭିନେତା ବାପି ପଣ୍ଡା ଓ ନାୟିକା ମାମା । ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଶେଷରେ ଦର୍ଶକମାନେ ଅଭିନେତା ବାପିଙ୍କୁ ଚୌକି ମାଡ କରିଥିଲେ । ଯାତ୍ରା ରାଜଦରବାରର ନାଟକ "ଆଖି ପଲକରେ ଖୋଜୁଛି ତତେ' ମଞ୍ଚସ୍ଥ ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଦୃଶ୍ୟରେ ଅଭିନେତ୍ରୀ ମାମାଙ୍କୁ ବାପି ମାଡ ମାରୁଥିବା ବେଳେ ତଳେ ଥିବା ଦର୍ଶକ ବାପିଙ୍କ ଉପରକୁ ଚୌକି ଫୋପାଡିଥିଲେ ।
ଆହୁରି ପଢ଼ନ୍ତୁ :- ଯଜ୍ଞରେ ପୂର୍ଣ୍ଣାହୁତ ପରେ ସରିଲା ଖଣ୍ଡଗିରି ମାଘ ମେଳା: ଅଗ୍ନି ଉତ୍ସବ ପାଳିତ, ଖିରି ଖାଇ ଭାବବିହ୍ୱଳ ଶ୍ରଦ୍ଧାଳୁ