ଭୁବନେଶ୍ବର,୪।୬ : ଗୁପ୍‌ଚୁପ୍‌ରୁ ବ୍ୟାପିଛି ଜଣ୍ଡିସ। ଗୁପ୍‌ଚୁପ୍‌ରୁ ଜଣ୍ଡିସ ବ୍ୟାପିଥିବା କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ୨ ଟି ଗାଁରେ ଜଣ୍ଡିସ ବ୍ୟାପିବା ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଜଣ୍ଡିସ୍‌ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି ବୋଲି  ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।