ପ୍ରମୂଖ ଖବର
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଧାୟକଙ୍କୁ ଶୌଚାଳୟ ନିର୍ମାଣ ପାଇଁ ଆଇନଜୀବୀଙ୍କ ଅନୁରୋଧ

Published By : Harapriya Sethi | July 14, 2025 10:20 AM

ସେରଡ଼ା,୧୪/୦୭: ଗଞ୍ଜାମ ଜିଲ୍ଲା ସୋରଡ଼ା ସହରର ବ୍ଲକ ଲାଇନରେ ବ୍ଲକ କାର୍ଯ୍ୟାଳୟ, ତହସିଲ, କୋର୍ଟ, କୃଷି, ଶିଶୁ ବିକାଶ, ମିଶନ ଶକ୍ତି, ଜନସ୍ୱାସ୍ଥ୍ୟ ବିଭାଗ ସମେତ ବ୍ୟାଙ୍କ, ପୋଷ୍ଟ ଅଫିସକୁ ପ୍ରତିଦିନ ସହ ସହ ଜନତା ୨୬ ଟି ପଞ୍ଚାୟତର ଗ୍ରାମମାନଙ୍କରୁ ବିଭିନ୍ନ କାମ ପାଇଁ ଆସନ୍ତି । ସ୍ଥାନୀୟ ଆହାର କେନ୍ଦ୍ର ସମ୍ମୁଖରେ ବ୍ଲକର ସମସ୍ତ ଗ୍ରାମକୁ ଯାତାୟାତ ହେଉଥିବା ଆମ ବସ ଗୁଡିକ ସେଠାରୁ ଯିବା ଆସିବା ପାଇଁ ବସ ଷ୍ଟାଣ୍ଡ ହୋଇଥିବା ବେଳେ ଦୈନିକ ୧୦ ରୁ ଉର୍ଦ୍ଧ୍ୱ ଆମ ବସ୍‌ରେ ସ୍ଥାନୀୟ ୪ ଟି କଲେଜକୁ ମଧ୍ୟ ଉକ୍ତ ବସ୍‌ରେ ଛାତ୍ରୀମାନେ ଯାତାୟାତ କରନ୍ତି । ଯାହା ଫଳରେ ଉକ୍ତ ସ୍ଥାନରେ ପ୍ରତିଦିନ ସହ ସହ ମହିଳା, ଛାତ୍ରୀ ଶୌଚ ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । 

ଏହାକୁ ଦୃଷ୍ଟିରେ ରଖି ଆଇନଜୀବୀ ପ୍ରଦୀପ ଶେଖର ପାଳ, ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ, ସାମାଜିକ କର୍ମୀ ଭି ଜଗଦୀଶ ରାଜୁ ପ୍ରମୁଖ ବିଧାୟକଙ୍କୁ ଶନିବାର ଅପରାହ୍ଣରେ ସାକ୍ଷାତ କରି ସେଠାରେ ଆବଶ୍ୟକତା ଦେଖି ଗୋଟିଏ ଶୌଚାଳୟ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଆଇନଜୀବୀ ପ୍ରଦୀପ ଶେଖର ପାଳଙ୍କ କହିବା ଅନୁଯାୟୀ ସେଠାରେ ବହୁ ସଂଖ୍ୟକ ଛାତ୍ରୀ, ମହିଳା ବସ୍‌କୁ ଅପେକ୍ଷା କରନ୍ତି । ତେଣୁ ସେମାନଙ୍କ ପାଇଁ ନିହାତି ଶୌଚାଳୟଟେ ନିର୍ମାଣକ କରିବା ଆବଶ୍ୟକ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.