କେନ୍ଦୁଝର ସଦର,୨୮/୧୦(ଆପ୍ର) : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। କରଞ୍ଜ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ହାଟ ପଡ଼ିଆ ନିକଟରେ ଘଟିଛି। ଉଭୟଙ୍କ ଘର ସ୍ଥାନୀୟ ବରଦାପାଳ ଗାଁରେଯୁବକ ଜଣକ ବିବାହିତ ଥିବା ବେଳେ ଝିଅଟି ନାବାଳିକା । ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଜାରି ରଖିଛି।