ଭୁବନେଶ୍ବର,୧୮।୫ : ଭୁବନେଶ୍ବରରେ ଖୋଲିବ  ଜାତୀୟ ଗୁଇନ୍ଦା ସଂସ୍ଥା (ଏନଆଇଏ)ର  ଶାଖା ।  ଜଣେ ଏସପି ପ୍ୟାହାର ଅଧିକାରୀ ଏହାର ମୁଖ୍ୟ ଭାବେ  ଦାୟିତ୍ବରେ  ରହିବେ। ବର୍ତ୍ତମାନ ଭୁବନେଶ୍ବରର ଭିଏସଏସ ନଗରରେ ଏହି ସଂସ୍ଥା କାର୍ଯ୍ୟ କରିବ।  ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।