ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକାଳପଡ଼ା ଅନାସ୍ଥା ପ୍ରସ୍ତାବ ପ୍ରଶାସନର ପ୍ରାୟୋଜିତ, ହାରିବା ଜାଣି ତାରିଖ ବାତିଲ କରାଯାଇଛି : ଅତନୁ

Published By : Suraj Kumar | April 5, 2025 6:59 PM

ଭୁବନେଶ୍ବର, ୫।୪ : ମହାକାଳପଡ଼ା ଅନାସ୍ଥା ପ୍ରସ୍ତାବ  ଉପରେ ମୁହଁ ଖୋଲିଲେ ବିଜେଡି ନେତା ଅତନୂ ସବ୍ୟସାଚୀ ।   ଏ ହେଉଛି ପ୍ରଶାସନର ପ୍ରାୟୋଜିତ ଅନାସ୍ଥା ପ୍ରସ୍ତାବ ବୋଲି ଅତନୁ ଅଭିଯୋଗ କରିଛନ୍ତି।  ହାରିବା ଜାଣି ତାରିଖକୁ ବାତିଲ କରାଯାଇଛି ବୋଲି ସେ କହିଛନ୍ତି। 

ସ୍ଥାନୀୟ ବିଧାୟକଙ୍କ ମର୍ଜିରେ କାମ କରୁନଥିବାରୁ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ନିଶ୍ଚିତ ପରାଜୟ ଜାଣି ପାରିଲେ। ସେଥିପାଇଁ ହଠାତ୍ ୯ ଜଣ ସଦସ୍ୟଙ୍କ ଦେହ ଖରାପ କଥା କହି ଆଜିର ଅନାସ୍ଥା ତାରିଖକୁ ବାତିଲ କରି ଦିଆଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ସବୁ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦିଆଯାଇଛି। ଆଗାମୀ ଦିନରେ ଏହାର୍ ଜୋରଦାର୍ ପ୍ରତିବାଦ କରିବ ବିଜେଡି ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.