ଭୁବନେଶ୍ୱର, ୭।୨: ଆସିଲା ଓସିଏସ୍ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଏମାନଙ୍କ ଭିତରୁ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓସିଏସ୍-୨୦୨୩ ରେଜଲ୍ଟ ପ୍ରକାସ ପାଇଛି । କହିରଖୁ କି, ୧୫ ଡିସେମ୍ୱର ୨୦୨୪ରେ OCSର ପ୍ରିଲିମ୍ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୩୯୯ ଭାକେନ୍ସି ରହିଥିଲା । ଯାହାର ୧୨ ଗୁଣା ପରୀକ୍ଷାର୍ଥୀ ପ୍ରିଲିମ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାର ମେନ୍ସ ପରୀକ୍ଷା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

Karnataka: କର୍ଣ୍ଣାଟକ ସରକାରଙ୍କ ନୂଆ ଘୋଷଣା; ଏଣିକି...