ଭୁବନେଶ୍ବର : ଚାଲିଛି ରାଜ୍ୟସଭା ପାଇଁ ମତଦାନ । ୪ ଆସନ ପାଇଁ ୫ ପ୍ରାର୍ଥୀ ମଇଦାନରେ ରହିଥିବାବେଳେ ଚାଲିଛି କଡ଼ା ଟକ୍କର । କିଏ କରିଛି କ୍ରସ୍ ଭୋଟିଂ ? ଏମିତି ଏକ ଚର୍ଚ୍ଚା ଏବେ ଗଣମାଧ୍ୟମରେ ଜୋର ଧରିଥିବାବେଳେ ବିଧାନସଭାରେ ଟଣାଓଟରା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ତେବେ ଦିଲ୍ଲୀପ ରାୟ ଏବଂ ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ ଲଢ଼େଇ ଚାଳିଥିବାବେଳେ ବିଜେଡି-କଂଗ୍ରେସର ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିବାର ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ....
କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଏମାନଙ୍କ ନାଁ ଚର୍ଚ୍ଚା
1. ରମେଶ ଜେନା, କଂଗ୍ରେସ ବିଧାୟକ
2. ଦାଶରଥୀ ଗମାଙ୍ଗ, କଂଗ୍ରେସ ବିଧାୟକ
3. ସୋଫିଆ ଫିର୍ଦୋଷ, କଂଗ୍ରେସ ବିଧାୟକ
ବିଜେଡ଼ି ବିଧାୟକ...
1. ଚକ୍ରମଣି କହଁର
2. ସୌଭିକ ବିଶ୍ବାଳ
3. ନବ କିଶୋର ମଲ୍ଲିକ
4. ସୁବାସିନୀ ଜେନା
5. ଦେବୀ ରଂଜନ ତ୍ରିପାଠୀ
6. ରମାକାନ୍ତ ଭୋଇ
ବିଜେଡ଼ି ନିଲମ୍ବିତ ବିଧାୟକ...
1.ସନାତନ ମହାକୁଡ଼
2. ଅରବିନ୍ଦ ମହାପାତ୍ର