Commonwealth Games 2026: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ, ଫଟୋରେ ଦେଖନ୍ତୁ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ
ରାଜା ଚାର୍ଲ୍ସ ଓ ରାଣୀ କାମିଲା ଟାର୍ଡିସ (ସମୟ ଯନ୍ତ୍ର)ରୁ ବାହାରିବା ପରେ ଆସନ ଅଳଂକୃତ କରିଥିଲେ । ଏହାପରେ ପରେଡ ଆରମ୍ଭ ହୋଇଥିଲା । ପର୍ଯ୍ୟାୟକ୍ରମିକ ଭାବେ ୭୪ଟି ଅଂଶ ଗ୍ରହଣକାରୀ ଦେଶର ଖେଳାଳି ଏଥିରେ ସାମିଲ ହୋଇଥିଲେ । ପରେଡ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।
Published By :
Ankita
- Prameya Bureau |
July 24, 2026 08:33 AM