ନୂଆଦିଲ୍ଲୀ, ୫/୧୧ :  ୨୫ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ । ୨୫ନଭେମ୍ବରରୁ ଆରମ୍ଭ ହୋଇ ଏହା ୨୦ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏକ୍ସ (ଟ୍ବିଟ୍) କରି ସୂଚନା ଦେଇଛନ୍ତି ।