ମେଷ : ପ୍ରାତଃ ୬ଟା ୨୯ ପରେ ସପ୍ତମୀ ଚନ୍ଦ୍ର । ଲାଭଦାୟକ ସମୟ, ସମ୍ମାନ ପ୍ରାପ୍ତି, କାର୍ଯ୍ୟରେ ଖୁସି, କୋର୍ଟ କଚେରିରେ ଜୟ ସୂଚନା । ମନୋବଳ ଓ ପରିବାରରେ ଶାନ୍ତି । କିଛି ଦ୍ରବ୍ୟ ଲାଭ ।

ଶୁଭ ରଙ୍ଗ: ନୀଳ, ପିଙ୍କ, ଶ୍ୱେତ, ହଳଦିଆ ।

ବୃଷ : ୬ଟା ୨୯ ପରେ ଚନ୍ଦ୍ର ଶୁଭ । ଆର୍ଥିକ ଲାଭ, କାର୍ଯ୍ୟରେ ଉନ୍ନତି, ବନ୍ଧୁ ଦର୍ଶନ ଯୋଗ । କାର୍ଯ୍ୟରେ ଧନ ଲାଭ, ଦେବ ଦର୍ଶନ ଶୁଭ ।

ଶୁଭ ରଙ୍ଗ: ଧଳା, ସିଲ୍ଭର ।

ମିଥୁନ : ୫ମ ଚନ୍ଦ୍ର, କୃଷ୍ଣ ପକ୍ଷ ଅଶୁଭ । ଧନ ହାନି, କଳହ ଭୟ, କାର୍ଯ୍ୟରେ ବାଧା, ଦୁଶ୍ଚିନ୍ତା । ଦ୍ରବ୍ୟ ହାନି ଘଟିପାରେ । ଦୂର ଯାତ୍ରା ଶୁଭ ନୁହେଁ ।

ଶୁଭ ରଙ୍ଗ: ଧଳା, ସବୁଜ, ହଳଦିଆ ।

କର୍କଟ : ୬ଟା ୨୯ ପରେ ୪ଥ ଚନ୍ଦ୍ର, କୃଷ୍ଣ ପକ୍ଷ । ବନ୍ଧୁ କୁଳରେ ଖର୍ଚ୍ଚ, ଖୁସି, କିଛି ଦ୍ରବ୍ୟ କ୍ରୟ ବିକ୍ରୟ । ଆକସ୍ମିକ ଖର୍ଚ୍ଚ ଯୋଗ ।

ସିଂହ : ୨ୟ ଓ ୩ୟ ଚନ୍ଦ୍ର ଭୋଗ । ଶତ୍ରୁ ନିବାରଣ, ସାହାଯ୍ୟ ଲାଭ, ଜମି ବିକ୍ରୟ ଯୋଗ । ଯାତ୍ରା ଶୁଭ, ଘରେ ଆନନ୍ଦ, କାର୍ଯ୍ୟରେ ସଫଳତା । ମାମଲାରେ ଜୟ ।

ଶୁଭ ରଙ୍ଗ: ନୀଳ, ହଳଦିଆ, ନାରଙ୍ଗୀ ।

କନ୍ୟା : ୬ଟା ୨୯ ପରେ ୨ୟ ଚନ୍ଦ୍ର । ମନ ଚଞ୍ଚଳ, ବ୍ୟୟ ବୃଦ୍ଧି, କାର୍ଯ୍ୟ ସିଦ୍ଧି । ବ୍ରାହ୍ମଣ ସେବା ଯୋଗ । ସ୍ୱାସ୍ଥ୍ୟରେ କିଛି ପୀଡ଼ା, କାର୍ଯ୍ୟରେ ସମସ୍ୟା ।

ଶୁଭ ରଙ୍ଗ: ସବୁଜ, ହଳଦିଆ, ଧଳା ।

ତୁଳା : ୬ଟା ୨୯ ପରେ ଶ୍ରେଷ୍ଠ ଚନ୍ଦ୍ର ଭୋଗ । ଚିତ୍ରା ନକ୍ଷତ୍ରରେ ଅଶୁଭ, କିନ୍ତୁ ଅର୍ଥ ପ୍ରାପ୍ତି ଯୋଗ । ସାଧାରଣ ଶରୀର ପୀଡ଼ା, ନୂତନ କାର୍ଯ୍ୟ ଯୋଗ । ଘରେ ଆନନ୍ଦ, ବିଷ୍ଣୁ ଭକ୍ତି ଶୁଭ ।

ଶୁଭ ରଙ୍ଗ : ଶ୍ୱେତ, ସିଲଭର ।

ବିଛା : ଅଷ୍ଟମୀ ଚନ୍ଦ୍ର ଭୋଗ । ବ୍ୟୟ ବୃଦ୍ଧି, ମାନସିକ ଚାପ, କାର୍ଯ୍ୟରେ ବାଧା । ବ୍ରାହ୍ମଣ ସେବା ଯୋଗ ।

ଶୁଭ ରଙ୍ଗ: ନୀଳ, ନାରଙ୍ଗୀ, ହଳଦିଆ ।

ଧନୁ : ଅଷ୍ଟମୀ ଚନ୍ଦ୍ର, ଉତ୍ତର ଦିଗରେ ଯାତ୍ରା ଶୁଭ । ଅର୍ଥ ପ୍ରାପ୍ତି, ସ୍ୱାସ୍ଥ୍ୟ ଭଲ, ଶୁଭ କାର୍ଯ୍ୟ ସଫଳ । ମନ ଖୁସି ।

ଶୁଭ ରଙ୍ଗ: ହଳଦିଆ, ଧଳା, ନାରଙ୍ଗୀ ।

ମକର : ଦଶମୀ ଚନ୍ଦ୍ର ପରେ ଶୁଭ । କାର୍ଯ୍ୟରେ ଉନ୍ନତି, ବନ୍ଧୁ ସାହାଯ୍ୟ, ଜମି ବିକ୍ରୟ ଯୋଗ । ସମ୍ମାନ ପ୍ରାପ୍ତି, ରାଜନୀତିରେ ଉନ୍ନତି ।

ଶୁଭ ରଙ୍ଗ: କଳା, ନୀଳ ।

କୁମ୍ଭ : ନବମ ଚନ୍ଦ୍ର, କୃଷ୍ଣ ପକ୍ଷ । ଚନ୍ଦ୍ର ଭୋଗରେ ବାଧା, କାର୍ଯ୍ୟରେ ଅସୁବିଧା । ସ୍ୱାସ୍ଥ୍ୟ ସମସ୍ୟା, ଅର୍ଥ ହାନି ।

ଶୁଭ ରଙ୍ଗ: କଳା, ନୀଳ, ରୁପା ।

ମୀନ : ସପ୍ତମୀ ଓ ଅଷ୍ଟମୀ ଚନ୍ଦ୍ର ଭୋଗ । ପରିବାରରେ ଅଶାନ୍ତି, ଅର୍ଥ ହାନି ସମ୍ଭାବନା । ଶରୀରରେ କିଛି ଅସୁବିଧା ।

ଶୁଭ ରଙ୍ଗ: ନୀଳ, ହଳଦିଆ, ଧଳା ।

ଜ୍ୟୋତିର୍ବିଦ୍ : ଅନାମିକା

ଯୋଗାଯୋଗ : ୯୭୭୭୭୧୧୭୩୩