ପ୍ରମୂଖ ଖବର
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ଭାରସାମ୍ୟ ହରାଇ ନୟନଯୋରିକୁ ଓଲଟିଲା କୋଇଲା ଭର୍ତ୍ତି ପିକଅପ୍ ଭ୍ୟାନ୍

Published By : Rasmita Pradhan | August 18, 2025 9:25 AM

ଚାନ୍ଦବାଲି, ୧୮/୦୮ : ଭାରସାମ୍ୟ ହରାଇ ନୟନଯୋରିକୁ ଓଲଟିଲା କୋଇଲା ଭର୍ତ୍ତି ପିକଅପ୍ ଭ୍ୟାନ୍। ରବିବାର ରାତିରେ କୋଇଲା ନେଇ ଯାଉଥିବା ଗୋଟିଏ ପିକଅପ୍ ଭ୍ୟାନ୍ ଭଦ୍ରକ-ଚାନ୍ଦବାଲି ରାଜପଥର କୁଆଁରସର ଛକ ନିକଟରେ ନୟନଯୋରିକୁ ଓଲଟି ପଡିଛି। ପିକଅପ୍ ଭ୍ୟାନ୍ ଓଲଟିବା ପରେ ଚାନ୍ଦବାଲି ପୁଲିସର ମିଛ ଧରାପଡ଼ିଛି। 

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଧାମରା ରେଳପଥରୁ ଅନବରତ କୋଇଲା ଚୋରି ଚାଲିଛି। ପ୍ରତିଦିନ ଭଦ୍ରକ-ଚାନ୍ଦବାଲି ରାଜପଥରେ ୧୫ରୁ ଅଧିକ ପିକଅପ୍ ଭ୍ୟାନ୍‌ରେ ଏହି କୋଇଲା ଚାଲାଣ ହେଉଛି। ହେଲେ କୋଇଲା ଚୋରି ବନ୍ଦ ହୋଇଯାଇଥିବା ଚାନ୍ଦବାଲି ପୁଲିସ କହୁଛି। ଏବେ କୋଇଲା ଭର୍ତ୍ତି ପିକଅପ୍ ଭ୍ୟାନ୍ ଓଲଟିବା ପରେ ପୁଲିସର ମିଛ ପଦାରେ ପଡ଼ିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.