ଉଭଣୀ ଆପଣଙ୍କର ସତର ଟଙ୍କା ହେଲା

ହେଁ !! ସତୁରୀ ଟଙ୍କା ? ପଚାଶ ଟଙ୍କାରୁ ଟଙ୍କାଟେ ବି ଅଧିକ ଦେବିନି ।

ନା ନା ଭଉଣୀ, ଆପଣ ଭୁଲ୍ ଶୁଣିଲେ । ସତୁରୀ ନୁହେଁ । ସତର ଟଙ୍କା

ବାର ଟଙ୍କାରେ ଦବ ଯଦି କୁହ  !