ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ନିଶ୍ଚିନ୍ତ ବିଜୟ ସହିତ ଅଭିଯାନ ଶେଷ କଲା ରାଜସ୍ଥାନ; ୬ ୱିକେଟରେ ପରାସ୍ତ ହେଲା ଚେନ୍ନାଇ

Published By : Bijay Swain | May 20, 2025 11:14 PM

Image courtesy: bcci

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ (RR) IPL ୨୦୨୫ରେ ବିଜୟ ସହିତ ତା’ର ଅଭିଯାନ ଶେଷ କରିଛି। ଦଳ ଶେଷ ଲିଗ୍ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୬ ୱିକେଟ୍‌ରେ ପରାସ୍ତ କରିଛି। ରୟାଲ୍ସ ୧୮୮ ରନର ଟାର୍ଗେଟକୁ ୧୭.୧ ଓଭରରେ ୪ ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ଚେନ୍ନାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଧ୍ରୁବ ଜୁରେଲ ମାଥିଶା ପାଥିରାନାଙ୍କ ବଲରେ ଛକା ମାରି ରାଜସ୍ଥାନକୁ ବିଜୟୀ କରାଇଥିଲେ। ସେ ୧୨ଟି ବଲ୍ ରୁ ୩୧ ରନ୍ କରି ଅପରାଜିତ ରହିଥିଲେ। ବୈଭବ ସୂର୍ଯ୍ୟବଂଶୀ ୫୭ ରନ ଏବଂ ସଞ୍ଜୁ ସାମସନ ୪୧ ରନ କରି ଆଉଟ ହୋଇଥିଲେ। ଦୁହେଁ ୯୮ ରନର ଭାଗୀଦାରି ଖେଳିଥିଲେ। ଓପନର ଯଶସ୍ୱୀ ଜୟସୱାଲ ୧୯ ବଲରୁ ୩୬ ରନ୍ ସଂଗ୍ରହ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ ହାସଲ କରିଥିଲେ।

ସିଏସକେ ପାଇଁ ଅଧିନାୟକ ଏମଏସ ଧୋନି ୧୭ ବଲରୁ ୧୬ ରନ ସଂଗ୍ରହ କରିଥିଲେ। ସେ ଟି-୨୦ ଫର୍ମାଟରେ ନିଜର ୩୫୦ଟି ଛକା ପୂରଣ କରିଥିଲେ। ଧୋନିଙ୍କ ବ୍ୟତୀତ ଡେୱାଲ୍ଡ ବ୍ରେଭିସ୍ ୪୨ ରନ୍ ଏବଂ ଆୟୁଷ ମହାତ୍ରେ ୪୩ ରନ୍ କରିଥିଲେ। ଶିବମ୍ ଦୁବେ ୩୯ ରନ୍ କରିଥିଲେ। ଯୁଦ୍ଧବୀର ସିଂହ ଏବଂ ଆକାଶ ମାଧୱାଲ ୩ଟି ଲେଖାଏଁ ୱିକେଟ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.