ଭୁବନେଶ୍ଵର, ୯/୧୨ : ବଢିବ ମନ୍ତ୍ରୀ ଓ ବିଧାୟକଙ୍କ ଦରମା। ବିଲ୍ ଉପସ୍ଥାପନା କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଉପବାଚସ୍ପତି ଓ ବାଚସ୍ପତିଙ୍କ ବଢିବ ଦରମା। ପୂର୍ବତନ ବିଧାୟକଙ୍କ ପେନସନ୍ ମଧ୍ୟ ବୃଦ୍ଧି ହେବ। ଆଜି ଏନେଇ ବିଧାନସଭାରେ ଗୁରୁତ୍ଵପୂର୍ଣ୍ଣ ବିଲ୍ ଆଗତ ହେବ।